ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

କେନ୍ଦ୍ରାପଡ଼ା:ତା 2/12(ମସିହା ନିୟୁଜ) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କାର୍ଯ୍ୟାଳୟ ରେ ନୂତନ ବିଡ଼ିଓ ଭାବେ ତିଳତମା ପୃଷ୍ଟି ଯୋଗ ଦେଇଛନ୍ତି!ଏହି ବ୍ଲକ ରେ ବିଡ଼ିଓ ଭାବେ ଶୋଭନ ଶ୍ରୀତମ ପଣ୍ଡା ଙ୍କ ପରେ ସ୍ଥାୟୀ ବିଡ଼ିଓ ଭାବେ କେହି ଯୋଗ ଦେଇ ନ ଥିଲେ!ଶ୍ରୀମତୀ ତିଳତମା ପୃଷ୍ଟି ଯୋଗ ଦେବା ପରେ କାର୍ଯ୍ୟନିବାହି ବିଡ଼ିଓ ଶ୍ରୀଯୁକ୍ତ ଅନିରୁଦ୍ଧ ବେହେରା, ସହକାରୀ   

  କାର୍ଯ୍ୟନିବାହି ଯନ୍ତ୍ରୀ ସାରଦା ପ୍ରସନ ନାୟକ, ସମାଜ କଲ୍ୟାଣ ଅଧିକାରୀ ମନୋଜ କୁମାର ବେହେରା, କନିଷ୍ଟ ଯନ୍ତ୍ରୀ ପ୍ରଭାତ କୁମାର ମାଝୀ, ଜନ୍ମଜୟ ବେହେରା, ଅଞ୍ଜନ ସ୍ୱାଇଁ ଙ୍କ ସହ ଅନ୍ୟ କର୍ମଚାରି ତାଙ୍କୁ ସ୍ୱାଗତ କରିଛନ୍ତି! ଶ୍ରୀମତୀ ପୃଷ୍ଟି ପୂର୍ବରୁ ଯାଜପୁର ଜିଲ୍ଲା ରେ ଉପନିବଦ୍ଧକ ଭାବେ କାର୍ଯ୍ୟ କରୁଥିଲେ!!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ସୁବ୍ରତ ରାଉତ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅସହାୟ ଗରିବଙ୍କ ପାଇଁ ଏକମାତ୍ର ଭରସା ଯୁବ ସମାଜସେବୀ 

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ର ବୈଠକ 

masiha

1997 ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!