ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

ନୂଆପଡା ଜିଲ୍ଲାରେ ବନ୍ୟଜନ୍ତୁ ଆତଙ୍କ ଥମିବା ର ନାଁ ନେଉ ନାହିଁ ଲ କେବେ ହାତୀ, କେବେ ଭାଲୁ ତ କେବେ ବାଘ ର ଆତଙ୍କ ଲୋକଙ୍କ ଜନ ଜୀବନ କୁ ଅସ୍ତବ୍ୟସ୍ତ କରୁଛି l ହେଲେ ଦୀର୍ଘ କିଛି ଦିନ ର ବ୍ୟବଧାନ ପରେ ନୂଆପଡା ରେ ବାଘ ଆତଙ୍କ ଖଡ଼ିଆଳ ରେଞ୍ଜ ସର୍ଗିମୁଣ୍ଡା ଗାଁ ରେ ଦେଖା ଦେଇଚ୍ଚି l ଗତ କାଲି ରାତି ବିଳମ୍ବିତ ରାତି ରେ କଲରା ପତରିଆ ବାଘ ବେଦବର ମାଝୀ ନାମକ ଚାଷୀ ର ଗୁହାଲ କୁ ପସି 15 ଗୋଟି ମେଣ୍ଢା କୁ ମାରି ଖାଇଦେଇଥିବା ଚାଷୀ ଅଭିଯୋଗ କରିଛି l ଘଟଣା ସ୍ଥଳରେ ଖଡ଼ିଆଳ ରେଞ୍ଜର ବନ ବିଭାଗ କର୍ମଚାରୀ ଙ୍କ ସହ ପହଂଚି ତଦନ୍ତ ଜାରୀ ରଖିଥିବା ବେଳେ ଉଭୟ ବାଘ ଓ ଧନ ଜୀବନ କ୍ଷତି କେମିତି ନହେବ ସେଉପରେ ଲୋକଙ୍କୁ ସଚେତନ କରୁଛନ୍ତି l ଅପରପକ୍ଷରେ ସର୍ଗିମୁଣ୍ଡା ଅଞ୍ଚଳ ରେ ଭୟରେ ଲୋକେ ଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ତୁରନ୍ତ ସହାୟତା ଯୋଗାଈଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆକାଂକ୍ଷା ହାଟ ଉଦଘାଟିତ

Sunil Chandra Nayak

ସିଂଲା ରେ 22ତମ ମକର ମିଳନ -2025 ଉଦଯାପିତ

masiha

ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!