ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ତୁଳସୀଡୁଙ୍ଗରି ଠାରେ ଭବ୍ୟ ସମାହାର ରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ମହାଲକ୍ଷ୍ମୀ ପୂଜା ଦୀର୍ଘ ପଞ୍ଚମ ତମ ଧରି ମହାଡମ୍ବର ସହିତ ପାଳିତ ହୋଇଯାଇଛି l ଉକ୍ତ ଲକ୍ଷ୍ମୀ ପୂଜାରେ ପୂଜକ ଭାବେ ଚିନ୍ତାମଣି ମିଶ୍ର ପୂଜାଭାର ତୁଲାଇ ଥିବା ବେଳେ କର୍ତ୍ତା ଦୟା ସାଗର ବର୍ଗେ ଓ ତାଙ୍କ ପତ୍ନୀ ରୂପବତୀ ବର୍ଗେ ଓ,ମହା ଲଷ୍ମୀଙ୍କର ପିତାମାତା ଥିବାବେଳେ ପ୍ରେସିଡେଣ୍ଟ ଗଣ୍ଡାରାମ ବାଗ ଧର୍ମପତ୍ନୀ ସପ୍ତଶିଳା ବାଗ ତୁଳସୀଡୁଙ୍ଗୁରି ରେ ନାଚଗୀତ ରେ ଭାରିପୂର୍ଣ ବେଶଭାବରେ ଲାଗିରହିଥିଲା ସେକ୍ରେଟେରୀ ବୁଡୁ ମେହେର, ମିନିକେତନ ମେହେର, ସମନ ମେହେର, ପୃଷ୍ଟି ବର୍ଗେ ସଦାନନ୍ଦ ମେହେର, ବି୍ୟାସଦେବ ଧରୁଆ, ମୁଟୁ ଧରୁଆ, ମଗନ ଧରୁଆ, ଚିନ୍ତାମଣି ବର୍ଗେ,ପୀତବାସ ନାଗ, ଯାଦବ ମେହେର, ଟିକସରବର୍ଗେ, ଭେଳାସାଗର ମେହେର,ଚନ୍ଦ୍ରମଣି ବର୍ଗେ, ଭେଳାସାଗର କାଲସାଏ, ରାଜୁ ବର୍ଗେ,ଫକୀର ମାଝୀ, ଏବଂ ତୁଳସୀଡୁଙ୍ଗୁରି ଗ୍ରାମର ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କ ସହଯୋଗ ରେ ଏହି ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା l ଏହି ମହାଲକ୍ଷ୍ମୀ ପୂଜା 1ତାରିଖ ରୁ ଆରମ୍ଭ ହୋଇ 3ତାରିଖ ପର୍ୟନ୍ତ ମାଁ ମହାଲକ୍ଷ୍ମୀ ଙ୍କ ପରାୟଣ ଓ ପୁରାଣ ପଠନ ହୋଇଥିଲା l ତେଣୁ ତୁଳସୀଡୁଙ୍ଗୁରି ଗ୍ରାମବାସୀ ଙ୍କ ଉପରେ ମାଁ ଲକ୍ଷ୍ମୀ ଆଶୀର୍ବାଦ ହେଲେ ଆଗାମୀ ଦିନରେ ଧୁମ ଧାମ ସହିତ ମାଁ ଲକ୍ଷ୍ମୀ ଙ୍କ ପୂଜା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

masiha

କୋକସରା ବ୍ଲକ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!