ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଘାଟିତ 

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଘାଟିତ 

କାମାକ୍ଷାନଗର, କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ସ୍ଥିତ ରଘୁନାଥଜୀଉ ଉଚ୍ଚାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ପ୍ରକାଶ କୁମାର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି କ୍ରୀଡ଼ାକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱ ଦେଇଥିଲେ l ପ୍ରଧାନଶିକ୍ଷକ ରବିନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକଙ୍କ ପ୍ରୀତନିଧି ରସାନନ୍ଦ ଦେହୁରୀ, ଶିକ୍ଷକ ଶିଶିର କୁମାର ସାହୁ, ସୁମିତ୍ରାରାଣୀ ଖୁଣ୍ଟିଆ,ସୁନୀଲ କୁମାର ରାଉତ, ବସନ୍ତ କୁମାର ମହାଳିକ,ପ୍ରମୋଦ କୁମାର ବାରିକ,ପ୍ରହଲ୍ଲାଦ ବାରିକ,ସୁଷମା ପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ l କ୍ରୀଡା ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ସୂର୍ଯ୍ୟମଣୀ ସାମଲଙ୍କ ତତ୍ୱାବଧାନରେ କାଳନ୍ଦୀ ଚରଣ ପରିଡା କ୍ରୀଡା ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି l

Related posts

ମହାର୍ହ ରାମ ନାଟକ ବିଲୁପ୍ତିର ଦ୍ୱାରଦେଶରେ, ସଂସ୍କୃତି ବିଭାଗ ଦୃଷ୍ଟି ଦେବା ଦାବି 

Sunil Chandra Nayak

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

ଚେକଡେମ, କେନାଲ ମରାମତି ଦାବି 

masiha

Leave a Comment

error: Content is protected !!