ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଓଢଣୀ ଦେଇ ମହିଳାଙ୍କ ଆତ୍ମହତ୍ଯା

ଜୁନାଗଡ଼,୮/୫(ମ ନି ସ) ଜୁନାଗଡ ସହର ଅନ୍ତର୍ଗତ ସାହୁ ପଡା ର ରବିନ୍ଦ୍ର କୁମାର ପୃଷ୍ଟି ଙ୍କ ସ୍ତ୍ରୀ ରଞ୍ଜୁ ଲତା (37) ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି l ପ୍ରକାଶ ଯେ ରବିନ୍ଦ୍ର ଙ୍କ ସ୍ତ୍ରୀ ମଞ୍ଜୁ ଲତା ଏବ୍ଂ ତାଙ୍କ ର ମୂକ ବଧିର ଝିଅ ରହିଛନ୍ତି l ମଞ୍ଜୁ ଲତା କୋଣସି କାରଣ ବଶତଃ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରିଥିବାରୁ ସ୍ଵାମୀ ଚାପୁଡ଼ା ମାରି ଆକଟ କରିଥିଲେ l ରାତ୍ରି ରେ ସମସ୍ତେ ଶୋଇଥିବା ସମୟ ରେ ମଞ୍ଜୁ ଲତା ସେଠାରେ ନ ଥିବା ରୁ ସ୍ଵାମୀ ତାଙ୍କୁ ଖୋଜି ଥିଲେ l ଏବଂ ପରେ ଘର ର ଏକ କୋଠରୀରେ ଓଢଣୀ ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ l ଏ ସଂକ୍ରାନ୍ତରେ ସ୍ଵାମୀ ରବିନ୍ଦ୍ର ଏକ ଲିଖିତ ଅଭିଯୋଗ କରିବା ପରେ ଜୁନାଗଡ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇ ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ଯାଇଛି ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ମୌଜାକୁ ବିଭକ୍ତ ନ କରିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!