ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପାଇକ ପଡା ଠାରେ ମାଘ ମାହାତ୍ମ୍ୟ ପୂର୍ଣ୍ଣିମା ଉତ୍ସବ ଉଦଯାପିତ

ନର୍ଲା ପାଇକ ପଡା ଠାରେ ମାଘ ମାହାତ୍ମ୍ୟ ପୂର୍ଣ୍ଣିମା ଉତ୍ସବ ଉଦଯାପିତ

 ନର୍ଲା- ନର୍ଲା ଗ୍ରାମ ସ୍ଥିତ ପାଇକ ପଡା ଠାରେ ଗତ ଜାନୁଆରୀ 24 ତାରିଖ ଦିନ ଠାରୁ 01 ଫେବୃଆରୀ ପର୍ଯ୍ୟନ୍ତ ମାଘ ମାହାତ୍ମ୍ୟ ପୂର୍ଣ୍ଣିମା ଉତ୍ସବ ଧୁମ୍ ଧାମରେ ପାଳନ ହୋଇଥିଲା ଗାଁ କମିଟି ସଭପତି ପାର୍ବତୀ ବାନୁଆଁ, ସମ୍ପାଦକ ଯୋଶୋଦା ପାତ୍ର, ସହିତ ଗୋଲକ ସାହାଣୀ, ସରସ୍ବତୀ ପୁଝାରୀ ତମାଳ ପାତ୍ର ଓ ଝୁନୀ ପ୍ରଧାନି, ଙ୍କ ନେତୃତ୍ୱରେ ଆୟୋଜିତ ମାଘ ଉତ୍ସବ ପାଳିତ ହୋଇଥିଲା ଆୟୋଜିତ ଉତ୍ସବରେ ପୌରହିତ୍ୟ ସୁନାସିର ମିଶ୍ର ପୂଜାପାଠ କରିଥିଲେ ।

ଉକ୍ତ ଉତ୍ସବ ସାତ ଦିନ ଧରି ମାଘ ମାସର ପୂର୍ଣ୍ଣମୀ ପୁରାଣ ପଠନ କରାଯାଇଥିଲା ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ରବିବାର ଦିନ ସକାଳ ଦଶ ଘଣ୍ଟା ସମୟରୁ ଅପରାହ୍ନ ତିନିଟା ସମୟ ପର୍ଯ୍ୟନ୍ତ ମାଘ ପୁରାଣ ବର୍ଣ୍ଣନା କଥା ଉଜ୍ଜାପନ ଉତ୍ସବ ଅନୁଷ୍ଠିତ ହେଇଥିଲା । ସୂଚନା ରୁ ପ୍ରକଶ କୀଯେ, ଗାଁ ର ଶାନ୍ତି ଓ ମଙ୍ଗଳ କାର୍ଯ୍ୟ ପାଇଁ ମାଘ ପୂର୍ଣ୍ଣିମା ଉତ୍ସବ ପାଳନ ଆୟୋଜନ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ର ଧା ନୀ,ଉଦିତ ପାତ୍ର ରଞ୍ଜିତ ପୁଝାରୀ, ଗଡ ବଣୁଆ, କୃତି ଦୁବେ, ପଦ୍ମା ବତୀ ପୂଝାରୀ, କୁମୁଦିନୀ ଗନ୍ତାୟତ, ମିନା ପାତ୍ର , ପଦ୍ମା ପାତ୍ର, ରଜେଶ୍ରୀ ପ୍ରଧ।ନୀ, ମଦନା ପାତ୍ର, କମଳା ପାତ୍ର, ଯମୁନା ବେହେରା, କସ୍ତୁରୀ ପ୍ରଧ।ନୀ ସହଯୋଗ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର 

Sunil Chandra Nayak

ଅଖିଳ ଭାରତୀୟ ଛାତ୍ର ସଂଘ ର ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଅନୁଷ୍ଠିତ 

masiha

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

Leave a Comment

error: Content is protected !!