ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

 ଯୋରାଡ଼ବରା  ତା.୦୨.୦୨.୨୦୨୬ —  କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ ଶିଶାଖାଲ ଗ୍ରାମରେ ରହିଥିବା +୨ ଠାରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ +୩ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପରିଦର୍ଶନ ପାଇଁ ସମ୍ବଲପୁର ର ଶ୍ରୀଯୁକ୍ତ ମୁରଲୀ ଧର ମାଝୀ ଓ ତାଙ୍କ ଷ୍ଟେନୋ ସଞ୍ଜୀବ ସେଠ ପରିଦର୍ଶନରେ ଆସି ଡିଗ୍ରୀ କଲେଜ ଖୋଲିବାର ଅନୁମତି ସମ୍ବର୍ଦ୍ଧିତ ଯେଉଁ ସବୁ ତଥ୍ୟ ବଳି ଓ ଭିତ୍ତିଭୂମି ଆବଶ୍ୟକ ସେଲ ସବୁକୁ ତଦନ୍ତ କରି ପରୀକ୍ଷା ନିରୀକ୍ଷା କରିଥିଲେ । ଶିକ୍ଷାଦାନର ଏକ ଅନୁକୂଳ ପରିବେଶ ଓ ବାତାବରଣ ସ୍ଥାନ ଭିତରେ ବିଦ୍ୟାଳୟଟି ହେବା କଥା ବୋଲି କହିଥିଲେ । ଶେଷରେ ନିର୍ଦ୍ଦେଶକ କହିଥିଲେ ଯେ +୩ ମହାବିଦ୍ୟାଳୟ ଆରମ୍ଭ ପାଇଁ ଅନୁମତି ଦେବାକୁ ଶୁଭ ସୂଚନା ପ୍ରଦାନ କରିଥିଲେ ।

   ରମେଶ ଚନ୍ଦ୍ର ପୁଟେଲ  ,ଯୋରାଡବରା

Related posts

NSS ଦିବସ ୨୦୨୪ ପାଳନ

masiha

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

masiha

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

Sunil Chandra Nayak

Leave a Comment

error: Content is protected !!