ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

ରାଜଗାଙ୍ଗପୁର ମୁନିସିପାଲିଟିର ବର୍ତ୍ତମାନର କାଉନ୍ସିଲର ଓ

ନିଷ୍ଠାବାନ ସମାଜସେବୀ PVK Koya ବାବୁ।

ତାଙ୍କର ଆକସ୍ମିକ ବିୟୋଗ ଆମ ସମସ୍ତଙ୍କୁ ଗଭୀର ଦୁଃଖ ଓ ଅସୀମ ଶୂନ୍ୟତାରେ ଛାଡ଼ି ଯାଇଛନ୍ତି ।

ତାଙ୍କ ନେତୃତ୍ୱରେ ୱାର୍ଡ ନମ୍ବର–19ରେ ହୋଇଥିବା ଅନେକ ଲୋକାଭିମୁଖୀ ଓ ଜନହିତକାରୀ କାର୍ଯ୍ୟ ସଦା ସ୍ମୃତିରେ ଅମର ହୋଇ ରହିବ।

ସେ ଜଣେ ମେଳାପୀ, ସରଳ, ଭଦ୍ର ଓ ଦୟାଳୁ ହୃଦୟର ସତ୍ୟ ଜନନେତା ଥିଲେ।

ତାଙ୍କର ସ୍ନେହ, ସେବାଭାବ ଓ ନିଷ୍ଠାକୁ କେବେ ମଧ୍ୟ ଭୁଲିହେବ ନାହିଁ।

ତାଙ୍କ ଅବର୍ଣ୍ଣନୀୟ ଅବଦାନ ଆମ ହୃଦୟରେ ସଦା ସଜୀବ ରହିବ l

ଏବଂ ତାଙ୍କ ଅଭାବ କେବେ ପୂରଣ ହେବ ନାହିଁ।

ଭଗବାନ ତାଙ୍କର ଅମର ଆତ୍ମାଙ୍କୁ ଶାଶ୍ୱତ ଶାନ୍ତି ପ୍ରଦାନ କରନ୍ତୁ,

ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାର ସାହସ ଦିଅନ୍ତୁ।

ଓଁ ଶାନ୍ତି  ……

ରିପୋର୍ଟ୍ – ଟୋନିସ ରୋହିଦାସ

Related posts

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ସାଉଁଟିଛନ୍ତି

masiha

ମା’ ଆମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସୁରେନ୍ଦ୍ର ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!