ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳି ହୋଇଥିବା ଥିବା ବୃଦ୍ଧା ଚିକିତ୍ସା ସମୟରେ ମୃତ 

ଜଳି ହୋଇଥିବା ଥିବା ବୃଦ୍ଧା ଚିକିତ୍ସା ସମୟରେ ମୃତ 

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡ଼ି ଗ୍ରାମର କମଲା ଆଣ୍ଡାରାପୁ ୭୯ ବର୍ଷ ଗତ ୬.୨.୨୬ ତାରିଖ ଦିନ ନିଆଁରେ ଜଳି ହୋଇ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହୋଉଥିଲେ I ଦେହ ଅଧିକରୁ ଅଧିକ ଭାଗ ଜଳି ଯାଇଥିବାରୁ ବହୁତ କଷ୍ଟ ଶୋଉଥିଲେ ଓ ଖାଇବା ମଧ୍ୟ କମେଇଦେଇଥିଲେ I ୬ ଦୀନ ଧରି ଚିକିତ୍ସିତ ହୋଉଥିବା ବେଳେ ଆଜି ରାତି ୧ ଘଣ୍ଟା ସମୟରେ ଚିକିତ୍ସିତ ହୋଉଥିବା ନିଜ ଶଯ୍ୟାରେ ମୃତ୍ୟୁ ହୋଇଯାଇଥିଲା I ଉକ୍ତ ବିଷୟକୁ ନେଇ ବୃଦ୍ଧା ର ପରିବାରଙ୍କୁ ଖବର ଦେଇ ଦୋକାଯିବା ପରେ ଥାନାରେ ଲିଖିତ ଭାବରେ ଜଣାଇଥିଲେ I ଉକ୍ତ ଲିଖିତକୁ ବନ୍ଧୁଗାଁ ଥାନା ଏସ ଆଇ ଇୟୁଡ଼ି କେଶ ରୁଜୁ ନାମା କରି ଶବକୁ ବ୍ୟବଛେଦ କୋରେଇବା ପରେ ମୃତ ବୃଦ୍ଧା ର ପରିବାରଙ୍କୁ ହସ୍ତାନ୍ତର କରାଗଲା I 

ସଂଜୀବ କୁମାର ବଂଗରି  

Related posts

ନେପାଳ ଏଭରେଷ୍ଟ ସମିଟର ସମିଟରେ ଯୋଗଦାନ କରିବେ ଓଡିଶାରୁ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ 

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

masiha

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

masiha

Leave a Comment

error: Content is protected !!