ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

 ଆଜି ତା – ୦୨.୦୪.୨୦୨୬ ରିଖ ଗୁରୁବାର ଦିନ ପ୍ରିୟ ସ୍ଵେଚ୍ଛାସେବୀ ସଂଗଠନ ଓ ନେସନାଲ୍ ଟ୍ରଷ୍ଟ , ନୂଆ ଦିଲ୍ଲୀ ଦ୍ଵାରା ବିଶ୍ଵ ଅଟିଯିମ୍ ଦିବସ ପାଳିତ ହୋଇ ଯାଇଅଛି। ଏଥିରେ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଅଟିଯିମ ଭିନ୍ନକ୍ଷମ ମାନଙ୍କର ଲକ୍ଷଣ ସମ୍ବନ୍ଧ ରେ ବୁଝାଇ କହିଥିଲେ। ମୁଖ୍ୟ ଅତିଥି ଭାବେ ଫିସିଓଥେରାପିଷ୍ଟ ସାହିଲ ଆଫ୍ରିଡ, ପ୍ରକଳ୍ପ ସଂଯୋଜିକା ଇଲନ ପ୍ରଭା ସେନାପତି ଛବି ଓ ଚିତ୍ରାଙ୍କନ ମାଧ୍ୟମରେ ଶିକ୍ଷା ଦାନ ସମ୍ବନ୍ଧ ରେ ବୁଝାଇ କହିଥିଲେ। ସମସ୍ତ ଶିଶୁ ମାନଙ୍କୁ ବିସ୍କୁଟ, ପ୍ରୋଟିନ, ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗ ମା ମାନଙ୍କୁ ପିଲାଙ୍କର ସଠିକ୍ ଦାୟୀତ୍ବ ନେବା ନିମନ୍ତେ physiotherapist ନିବେଦିତା ନାୟକ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟପ୍ରକାଶ ନାୟକ ,ବର୍ଷାରାଣୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ବେହେରା,ସୌଭାଗ୍ୟ ଲକ୍ଷ୍ମୀ ତରାଇ, ଅନ୍ନପୂର୍ଣା ଧଳ, ସ୍ୱାଗତିକା ରାଉତ, କୁସୁମିତା ବାଗ ,ଲିପ୍ସା ସାହୁ, ସାବିତ୍ରୀ ସାହୁ, ବୈକୁଣ୍ଠ ନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ ପରିଚାଳନା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନୁଆ ଏକ ଦୁନିଆର ସ୍ୱପ୍ନ ଦେଖାଉଛି ‘ଶିକ୍ଷା ଚୌପାଲ

Sunil Chandra Nayak

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

Leave a Comment

error: Content is protected !!