ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ବାଇକ୍ ଆରୋହି 

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ବାଇକ୍ ଆରୋହି 

ରଜାମୁଣ୍ଡା ଠାରୁ କେନ୍ଦୁଝର ଯାଇଥିବା ୫୨୦ଜାତୀୟ ରାଜପଥ ନାରାୟଣ ପଶି ଛକ ପାର୍ଶ୍ୱରେ ବାରମ୍ବାର ଘଟୁଥିବା ଦୃଘଟଣା ଉପରେ କେବେ ଲାଗିବ ରକ୍ ବିମଳା ଗଡ଼ ଗୁପନା ଠାରୁ ୮ପଞ୍ଚାୟତ ର ଲୋକେ କୋଇଡ଼ା ବ୍ଲକ ବିଭିନ୍ନ ସମସ୍ୟା ନେଇ ଆସିଥାନ୍ତି କିନ୍ତୁ କୋଇଡ଼ା ପହଁଞ୍ଚିବାକୁ ହେଲେ ନାରାୟଣ ଛକ ପାର୍ ହେବା ପାଇଁ ଦିନଟିଏ ଲାଗିଯାଉଛି ତାଙ୍କର କୌଣସି କାମ ହୋଇପାରୁନି, ଏତେ ମାତ୍ରାରେ ଭାରୀଯାନ ଗୁଡ଼ିକ ଯାମ୍ କରି ରଖୁଛନ୍ତି ଯେ ସ୍କୁଲ ବସ ଆମ୍ବୁଲାନ୍ସ ଜରୁରୀ କାଳୀନ ପରି ଗାଡି ସବୁ ଫସିରହୁଛି, ଯାହାଫଳରେ ସେହି ରୋଡ଼ ଦେଇ କୌଣସି ବାଇକ ଵାଲା ଯାଆନ୍ତି ତାହେଲେ ଦୃଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥାନ୍ତି ଆଜି ଦିନ ୧୨ଘଟିକା ସମୟରେ ରାସ୍ତା ଦୁଇ ପାର୍ଶ୍ୱ ଯାମ୍ ଥିବା ବେଳେ ଗୋଟିଏ ବାଇକ ହାଇବା ବାଇକକୁ ଧୀରେ ଧୀରେ କରି ଯାମରୁ ପାର୍ କରୁଥିବା ବେଳେ ହାଇବା ଧକା ଦେଇଥିଲା ଫଳରେ ବାଇକରୁ ଚାଳକ ଡେଇଁ  ପଡ଼ିଥିବା ବେଳେ ବାଇକ ଉପରେ ହାଇବାଟି ଚଢି ଯାଇଥିଲା ବାଇକ ଆରହି ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବାର ଦେଥିବାକୁ ମିଳିଥିଲା।

ବନମାଳି ବାରିକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

masiha

ଗାରିଡି ଗ୍ରାମରେ ଚାଲିଛି ଘଟ ଯାତରା ,  ଦୁଇ ରାତ୍ରରେ ୨ ସାମାଜିକ ଗଣ ନାଟକ 

Leave a Comment

error: Content is protected !!