ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା

ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା

ଆଜି ଠାରୁ ମାଟ୍ରିକ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା ପିଲାମାନେ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇ ଯିବେ । ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ପରୀକ୍ଷା ହଲ୍ ବାହାରେ ରଖି ଭିତରକୁ ଯିବେ ।

 ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ 4 ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ ଦେବେ ପରୀକ୍ଷା । 3 ହଜାର 47 ଟି ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା । ଦୁର୍ଗମ ଅଞ୍ଚଳର 21 ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ଢେଙ୍କାନାଳ ଜିଲ୍ଲା ର ଗଁଦିଆ ବ୍ଲକର ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଭାବରେ ମାଟ୍ରିକ ପରୀକ୍ଷା ହୋଇଥିବା ଦେଖିବାକୁ ମିଳିଛି।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

masiha

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ ….

Sunil Chandra Nayak

କଳାହାଣ୍ଡି :ବେଦାନ୍ତ ହସ୍ପିଟାଲ ପକ୍ଷରୁ କର୍କଟ ରୋଗ ନିରୂପଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!