ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

କାମାକ୍ଷାନଗର, କାମାକ୍ଷାନଗର ସହର ସଂନିକଟ କାନ୍ଧବୋଲ ଗ୍ରାମ ରେ ବୁଧବାର ମାଧ୍ୟାନ୍ହ ରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ବାର ବଖରା ଘର ଜଳି ଯାଇଛି l ଏଥିରେ ଗ୍ରାମର ଗୋବର୍ଧନ ପ୍ରଧାନ, ଦୟାନିଧି ପ୍ରଧାନ ଓ ଶିଶିର ପ୍ରଧାନ ଙ୍କର ଘର ସହିତ ଘରେ ଥିବା ଆସବାବ ପତ୍ର ପୋଡି ଯାଇଛି l ଖବରପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ l ତହସିଲ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଜ୍ୟୋତି ପ୍ରକାଶ ସାହୁ ବିପର୍ଣ୍ଣ ଙ୍କ ପାଖରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପଲିଥିନ ଯୋଗାଇ ଦେଇଛନ୍ତି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା_ପ୍ରାଥମିକଶିକ୍ଷକ ସଂଘ ଏକ୍ସ କ୍ୟାଡର 

Sunil Chandra Nayak

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ, ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଅସମିଚୀନ : ମହାସଚିବ 

masiha

Leave a Comment

error: Content is protected !!