ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

ନବରଙ୍ଗପୁର:(୧୮|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ରେ ହୋଇଥିବା “ସୁରଭି ଗୋଶାଳା ର ଶୁଭ ଉଦଘାଟନ ଅବସରରେ ବରିଷ୍ଠ ସାମ୍ବାଦିକ ବାଙ୍କ ବିହାରୀ ବିଶୋୟୀଙ୍କୁ ‘ନବରଙ୍ଗପୁର ରତ୍ନ ସମ୍ମାନ’ରେ ସମ୍ମାନୀତ କରାଯାଇଛି ।ଏଥିପାଇଁ ବାଙ୍କ ବିହାରୀ ବିଶୋୟୀ ଏହି ସୁରଭି ଗୋଶାଳାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।ଏହି ଉତ୍ସବରେ ନବରଙ୍ଗପୁରର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ.ମହେଶ୍ଵର ସ୍ଵାଇଁ,, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ପିଏ ଆଇଟିଡିଏ ରାଜୀବ ଲୋଚନ ସାହୁ, ସମାଜସେବୀ ସୁଭାଷ ଜୈନ, ନବରଙ୍ଗପୁର ବ୍ରହ୍ମକୁମାରୀ ଆଶ୍ରମ ସଂଚାଳିକା ବି.କେ. ନମିତା ଙ୍କର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।  

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ପୌରପାଳିକାର ସମସ୍ତଙ୍କ ଓ୍ଵାର୍ଡରେ ଔଷଧୀୟ ମଶାରୀ ବଣ୍ଟନ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ

ବାଲ୍ୟ ବିବାହ, ବାଳ ଶ୍ରମିକ ଓ ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!