ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼୧୯/୪(ମନୀସ) – ନିଜ ସ୍ବର୍ଗତ ପିତା ମାତା ଓ ଜୀବିତ ପିତା ମାତା ଙ୍କ ପାଇଁ ସଫ୍ତାହ ର ରବିବାର ଦିନ ନିଜ ଗ୍ରାମର ସଫେଇ ପାଇଁ ଅଣ୍ଟା ଭିଡ଼ିଛନ୍ତି ସହର ର କିଛି ଜନସାଧାରଣ l ସମାଜସେବୀ ତଥା ଆଇନ ଯିବି ଦୁର୍ଗା ପ୍ରସାଦ ନାଏକ ଙ୍କ ଚିନ୍ତନ ରେ ସହର ବଛା ବଛା ଜନସାଧାରଣ ଏହି ମହତ କାମ ଆରମ୍ଭ କରିଛନ୍ତି l ଗତ ରବିବାର ପଣା ସଂକ୍ରାନ୍ତି ଦିନ ଏହି ମହତ କାମ ଆରମ୍ଭ ହୋଇ ହାତୀନଦି କୂଳରେ ଅବସ୍ତିତ ସ୍ୱର୍ଗଦ୍ୱାର ରେ ସଫେଇ କାମ ଚାଲିଥିଲା l ପୁନଶ୍ଚ ଏହି ସଫେଇ କାମ ଆଜି ମଧ୍ୟ ସ୍ୱର୍ଗଦ୍ୱାର ରେ ଚାଲିଥିଲା l ଆଜିର ଏହି ମହତ କାମ ରେ ଓକିଲ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ଼, ସତ୍ୟସାଇ ସେବା ସମିତି ର ରାଜ କିଶୋର ସାହୁ, ଅଇରୀ ଗଞ୍ଜନ ଦଣ୍ଡସେନା, ମାର୍ଗଦର୍ଶକ ବାଲାଜୀ ଯାଦବ, ଶିକ୍ଷକ ଯୀଶୁରାମ ଗୋପାଳ, ବିଜୟ ଶର୍ମା,ମୋହିତ ମହାରଣା, ରାହୁଲ କଟା,ବିଶେଶ୍ୱର କଟା, ନିରାକାର ନାଏକ କାର୍ଗିଲ ବଣିଆ,ଦିଗସନ ଭୋଇ, ଦୟା ହଂସ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ l ଆଗାମୀ ଦିନରେ ସହର ସମସ୍ତ ଙ୍କୁ ସାମିଲ କରି ଏହି ସଂସ୍ଥା ଦ୍ରୁତ ସେବା ଯୋଗାଇବ ବୋଲି ଦୁର୍ଗା ପ୍ରସାଦ ନାଏକ ଜଣାଇଛନ୍ତି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ଭାଷା ବୃତ୍ତି ରେ ଟପର ଛାତ୍ରୀ ନିହାରିକା ବିଶୋଇଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

masiha

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ 

Sunil Chandra Nayak

Leave a Comment

error: Content is protected !!