ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀଙ୍କ ଦେହାନ୍ତ

ସମାଜ ସେବୀଙ୍କ ଦେହାନ୍ତ

ବସ୍ତା୧୯।୪)ବସ୍ତାଥାନା ସଦରବ୍ଲକ ଅଧିନସ୍ଥ ମାଣ୍ତୁରୁକୁଲା ବିଶିଷ୍ଟ ଠିକାଦାର ପେଟ୍ରୋଲପମ୍ପ ମାଲିକ ସମାଜସେବୀ ରବିନ୍ଦ୍ର କୁମାର ମହାନ୍ତିଙ୍କ ଧର୍ମପତ୍ନୀ କନକଲତା ମହାପାତ୍ର (୫୭)ଆଜି ମାଣ୍ତୁରୁକୁଲା ନିଜ ବାସଭବନରେ ମୃତ୍ଯୁ ଘଟିଛି ।ସୂଚନାରୁ ପ୍ରକାଶ ସେ କିଛିଦିନଧରି ଅସୁସ୍ଥ ଥିଲେ ହେଲେ ଆଜି ହଠିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ପରିବାରଲୋକେ ଡାକ୍ତର ଖାନାକୁ ନେବା ସମୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।ସେ ଜଣେ ଧର୍ମପରାୟଣ ପରୋପକାରୀ ମିଠଭାଷୀ ବିଭିନ୍ନ ସ୍ବେଛାସେବୀ ସଂଗଠନରେ ସକ୍ରିୟ ସଦସ୍ଯ ଥିଲେ ।ତାଙ୍କ ମୃତ୍ଯୁ ଖବର ପ୍ରଚାରିତ ହେବାପରେ ବାଲେଶ୍ବର ବସ୍ତା ଅଞ୍ଚଳର ବହୁ ମାନ୍ଯଗନ୍ଯ ବ୍ଯକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନକରି ବା ସହିତ ପରିବାରକୁ ସମବେଦନା ଦେଇଥିଲେ ।ମୃତ୍ଯୁ ସମୟରେ ବଡପୁଅ ଦିଲ୍ଲୀପ ସାନପୁଅ ସୁଜିତ ପୁତ୍ରବଧୁ ନାତି ନାତୁଣି ଉପସ୍ଥିତ ଥିଲେ ।ପ୍ରାଥିବ ଶରିରକୁ ଗାଁ ପରିକ୍ରମାକରି ଶ୍ମସାନକୁ ନେଇଥିଲେ ସାନପୁଅ ସୁଜିତ ମୂଖାଗ୍ନୀ ଦେଇଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

 

Related posts

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ  ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

masiha

ଆଲମଣ୍ଡାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଶୋକ ସଭା ପାଲିତ

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

masiha

Leave a Comment

error: Content is protected !!