ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ 

କଲମପୁର -୯/୧(ମସିହା ) କଲମପୁର ସଦରମହକୁମାରେ ଥିବା ଅମୋହମଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି, କଲେଜ ଅଧ୍ୟକ୍ଷ ରବିନ୍ଦ୍ର ନାରାୟଣ ପଣ୍ଡାଙ୍କ କର କମଳରେ ଉଦଘାଟିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ବିଭୁତି ଭୂଷଣ ପଟ୍ଟନାୟକ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମର ପ୍ରଥମ ଦିନରେ ସରକାରୀ ଧନ୍ଧା ମୂଳକ ଉଚ୍ଚ ବିଦ୍ୟାଳୟ ୧୫ ଜଣ ଓ ଅମୋହମଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ୬୫ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ନେଇଥିଲେ, ମାଷ୍ଟର ଟ୍ରେନର ଜୀବନ ଜୌତି ପ୍ରଧାନ ଓ ସୁଚିସ୍ମିତା ବେହେରା ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ, ଏହି ତାଲିମ କାର୍ଯ୍ୟକ୍ରମ ଆଠଦିନ ବ୍ୟାପୀ ଚାଲିବ ବୋଲି ଆୟୋଜକ କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛି,ଅଧ୍ୟାପକ ମଳୟ କୁମାର ମହାକୁଡ଼, ଏଥିରେ ଯଶୋଦା ପୁଝାରୀ ସମେତ କଲେଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ!।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକ ନୂଆଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ

Sunil Chandra Nayak

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

Leave a Comment

error: Content is protected !!