ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚମେଳିଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଚମେଳିଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଜୁନାଗଡ଼,୯/୧(ମନୀସ) ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ ଶିବିର ବିଦ୍ୟାଳୟ ଅଧକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ କଲେଜ ପ୍ରତିଷ୍ଠାତା ଲୟନ ମାଣିକଚାନ୍ଦ ଅଗ୍ରୱାଲ ଯୋଗଦାନ କରି ଛାତ୍ରୀମାନଙ୍କ ମାର୍ଗଦର୍ଶନ କରି ଉସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଶ୍ଵପତି ମୁଣ୍ଡ ପରିଚାଳନା କରିଥିଲେ।ଅଧ୍ୟାପିକା ନଳିନୀ ପ୍ରଭାମହାନ୍ତି, ଏବଂ ରୁଦ୍ରନାରାୟନ ବେହେରା,ଦୁର୍ଗା ଶଙ୍କର ସିଂ ଓ କଲେଜ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ 

Sunil Chandra Nayak

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

କାବେରି ବାଡ଼ି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ 

masiha

Leave a Comment

error: Content is protected !!