ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସଂସ୍ପଶରେ ଆସି ଯୁବକ ମୃତ୍ୟୁ 

ବିଦ୍ୟୁତ ସଂସ୍ପଶରେ ଆସି ଯୁବକ ମୃତ୍ୟୁ 

ବନ୍ଧୁଗାଁ ତା, ୧୯/୪/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ନିଲାବାଡ଼ି ଗ୍ରାମର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ହେଲ୍ପର ଭାବରେ କୁଞ୍ଜ କାଡ୍ରାକା ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁ ହୋଇଛି I ଏଠାରେ ନିୟୁଜ ଲେଖିବା ସମୟ ଅନୁଯାଇ ଖବର କି ଗତ ରବିବାର ଦିନ କୁଞ୍ଜ କାଡ୍ରାକା ତୁରୁକୁ ପେଟା ରେ ରହୁଥିବା ନିଜ ସମ୍ଫର୍କୀୟଙ୍କ ଭୋଜିରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ I ଏତିକି ସମୟରେ ନିଜ ଗାଁ ନିଲାବାଡ଼ି ଗାଁରୁ ଅତି କମରେ ୨ କିମି ଦୂରରେ ଥିବା ଓଡିଶା ଆଦର୍ସ ବିଦ୍ୟାଳୟ ନିକଟରେ ନିଜ ବାଇକ ରଖି ବିଦ୍ୟୁତ ସଂଯୋଗ ଥିବା ଖୁଣ୍ଟ ଉପରେ ଚଡିଥିଲେ I ଠିକ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କୁଞ୍ଜଙ୍କ ଶରୀର ପଡି ଯାଇଥିବା ବେଳେ ସେ ତଳେ ପୋଡ଼ିଯାଇଥିଲେ I ଉକ୍ତ ଘଟଣା ବିଷୟରେ ଗ୍ରାମବାସୀ ଖବର ଶୁଣି ଆମ୍ବୁଆନ୍ସ ଯୋଗେ ପ୍ରଥମେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ ଓ ସଙ୍କଟାପନା ଅଧିକ ଥିବାରୁ କୁଞ୍ଜକୁ କୋରାପୁଟ କଲେଜ ସ୍ତାନାନ୍ତର ପରେ ସେଠାରୁ ପରବର୍ତ୍ତୀ ସମୟରେ ବିଶାଖାପାଟନମ କୁ ସ୍ତାନାନ୍ତରିତ କୋରାଯାଇଥିଲା I ବିସାଖା ପାଟନମ ମେଡିକାଲ ଠାରେ କୁଞ୍ଜଙକୁ ଚିକିତ୍ସିତ ସମୟରେ ମୃତ୍ୟୁ ହୋଇଯାଇଛି I କୁଞ୍ଜଙ୍କ ମୃତ୍ୟୁକୁ ନେଇ ବିଧବା ମା ପୁରା ଭାଙ୍ଗି ପଡିଚନ୍ତି I କୁଞ୍ଜଙ୍କ ବାପାଙ୍କ ଦେହନ୍ତ ପରେ ପରିବାର ବୋଝ ଚଲାଉଥିଲେ, ବର୍ତମାନ ରୋଜଗାର ପୁଅ ର ମୃତ୍ୟୁ ପରେ ବିଧବା ମାର ଆବସ୍ଥା କଣ ହବ ଭଗବାନ ହିଁ ଭରସା I କୁଞ୍ଜଙ୍କ ମୃତ୍ୟୁ ବିଷୟରେ ନେଇ ବିଜୁଳି ବିବାଗର ଯନ୍ତ୍ରୀଙ୍କୁ ପଛରା ଯିବାରୁ ଯନ୍ତ୍ରୀ କହିଲେ କି କୁଞ୍ଜ ଭୋଜିଭାତ ଖାଇ ଯିବା ସମୟରେ ନିଶା ସେବନ କରିଥିଲେ ଓ ନିଶାରେ ବିଜୁଳି ପଲ ଚଡିବାରୁ ବିଜୁଳି ସଂସ୍ପର୍ଶରେ ଆସି ତାଙ୍କେ ପଡି ହୋଇ ତଳେ ପଡିଥିଲେ ବଲି ସୂଚନା ଦେଇଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବେତନଟୀରେ ନୂତନ କୋର୍ଟ ବିଲଡିଂ ଉଦଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାର ପତି

Sunil Chandra Nayak

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

masiha

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

masiha

Leave a Comment

error: Content is protected !!