ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

ନବରଙ୍ଗପୁର:(୨୨|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସଦରମହକୁମା ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ l ଏହି ଅବସରରେ ଚନ୍ଦାହାଣ୍ଡି ମଣ୍ଡଳ ପ୍ରଭାରୀ ଶ୍ରୀ ମୋହନ ନାୟକ ଓ ଜିଲ୍ଲା କୃଷକ ମୋର୍ଚ୍ଚାର ନେତା ଶ୍ରୀ ମଧୁସୂଦନ ନାଗେଶଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଜୈନ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପ୍ରତାପ ବାଘ, ଶ୍ରୀ ସରୋଜ ଅଗସ୍ତି (ଆଇନଜୀବୀ), ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ଭୋଦେବ ବାଗ, ମାଲଗାଁ ମଣ୍ଡଳ ସଭାପତି ଶ୍ରୀ ତରୁଣ ନାୟକ, ସମିତି ସଭ୍ୟ ଶ୍ରୀ ପୌରଶ ମାଝୀ, ସରପଞ୍ଚ ଶ୍ରୀ ଜଳନ୍ଧର ମାଝୀ ଓ ଶ୍ରୀ ହରଲାଲ ଝଙ୍କାର ଉପସ୍ଥିତ ଥିଲେ।ଏତଦ୍ ବ୍ୟତୀତ ବରିଷ୍ଠ ନେତାମାନେ — ଶ୍ରୀ ପ୍ରଭାତ ସୁନା, ଶ୍ରୀ ବସନ୍ତ କୁମାର ମାଝୀ, ଶ୍ରୀ ଭରତ ବାଘ, ଶ୍ରୀ ଲୋଚନ କଟା, ଶ୍ରୀ ମାନସିଂ ଚୌହାନ, ଶ୍ରୀ ଲକ୍ଷ୍ମଣ ମାଝୀ, ଶ୍ରୀ ରାଜମୋହନ ମନହିରା ,ଗୌରାଙ୍ଗ ମନହିରା ଏବଂ ଅନ୍ୟାନ୍ୟ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସହଭାଗୀ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶଙ୍ଖ ଭବନରୁ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମାଲୋଚନା ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ,ସୁଶାସନ ଗୁରୁତ୍ଵପୂର୍ଣ୍ଣ

ଵହଳଦା ବ୍ଳକ ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!