ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀ ଶକ୍ତି ବନ୍ଦନ ଆଇନ କୁ ବିରୋଧ କରିଥିବା ଇଣ୍ଡି ମେଣ୍ଟ ବିରୋଧ ରେ ଜନ ଆକ୍ରୋଶ ମହିଳା ସମାବେଶ

ନାରୀ ଶକ୍ତି ବନ୍ଦନ ଆଇନ କୁ ବିରୋଧ କରିଥିବା ଇଣ୍ଡି ମେଣ୍ଟ ବିରୋଧ ରେ ଜନ ଆକ୍ରୋଶ ମହିଳା ସମାବେଶ

ଧର୍ମଗଡ:ନାରୀ ଶକ୍ତି ବନ୍ଦନ ଆଇନ କୁ ବିରୋଧ କରିଥିବା ଇଣ୍ଡି ମେଣ୍ଟ କୁ ବିରୋଧ କରି ଆଜି ଧର୍ମଗଡ ଠାରେ ଭାଜପା ପକ୍ଷ ରୁ ଶତାଧିକ ମହିଳା ଜନ ଆକ୍ରୋଶ ମହିଳା ସମାବେଶ ରେ ସାମିଲ ହୋଇ ବିରୋଧ ପ୍ରଦର୍ଶନୀ କରିଥିଲେ । ନଗର ମଣ୍ଡଳ ସଭାପତି ସୌରଭ ମିତ୍ତଲ ଙ୍କ ଅଧ୍ୟକ୍ଷତାରେ ରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନୀ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ,ଜିଲ୍ଲା ଉପ ସଭାନେତ୍ରୀ ସୁକାନ୍ତି ସା, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା,ଜିଲ୍ଲା ଉପ ସଭାପତି ରୂପେଶ ଜୈନ, ମମତା କାଶ୍ୟପ,ବ୍ଲକ ଉପାଧ୍ୟକ୍ଷା ଜୁଲି ମେହେର, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ପ୍ରମୁଖ ଯୋଗଦାନ କରି ବିରୋଧି କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ବିରୋଧ ରେ ବର୍ଷୀ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

Leave a Comment

error: Content is protected !!