ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁର୍ଘଟଣାରେ ମାମୁ ଭଣଜା ମୃତ

ଦୁର୍ଘଟଣାରେ ମାମୁ ଭଣଜା ମୃତ

ଜୁନାଗଡ଼,୨୭/୪(ମନୀସ) ଜୁନାଗଡ଼ ଉପକଣ୍ଠ ଭତ୍ର।ଗୁଡା ଛକ ଠାରେ ବାଇକ ଓ ପିକଅପ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଅରୋହି ମାମୁ ଭଣଜା ଙ୍କ ଘଟଣା ସ୍ଥଳରେ ଶୋଚନୀୟ ଭାବେ ମୃତୁ ହୋଇଛି।ସୂଚନା ମତେଚିକିଲି ଗ୍ରାମର ମୁକେଶ ନାଗ(୧୮)ଓ ମାଟିଗାଁ ର ମହେନ୍ଦ୍ର ନାଏକ (୧୩) ଏକ ବାଇକ ରେ ଜୁନାଗଡ଼ ଯାଉଥିବା ବେଳେ ଭତ୍ରଗୁଡା ବୁଢ଼ୀପଦର ଛକ ଠାରେ ସାମ୍ନା ପଟୁ ଏକ ଅଜଣା ପିକ ଅପ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତୁ ହୋଇ ଯାଇଥିଲା ।ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ଦୁଇ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନା କୁ ଅଣାଯାଇଥିଲା ,ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇ ଥିବା ବେଳେ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ ହେବା ପୋଲିସ ତଦନ୍ତ ଚଳାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ

Sunil Chandra Nayak

ଫେଲ ହେଲା ଡକାୟତି ଯୋଜନା, ୬ ଗିରଫ

Leave a Comment

error: Content is protected !!