ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

ରାଇରଙ୍ଗପୁର – ୨/୦୫ — ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରାଇରଙ୍ଗପୁର ମାଟ୍ରିକ ପରୀକ୍ଷା ରେ ଅଦ୍ଭୁତ ପୂର୍ଣ୍ଣ ସଫଳତା ହାସଲ କରିଛି । ଚଳିତ ବର୍ଷ ମୋଟ ୧୧୭ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ସେଥି ମଧ୍ୟ ରୁ A1 – 04ଜଣ ,A2-19ଜଣ ,B1 – 25 ଜଣ B2 -29 ଜଣ,C – 28 ଜଣ ,D – 12 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟ ର ଛାତ୍ରୀ ପ୍ରାଚୀ ମିଶ୍ର 562ନମ୍ବର ରଖି ଟପର ହୋଇଥିବା ବେଳେ କୃତି କୃଷ୍ଣ ମହାନ୍ତ 546, ପ୍ରଜୟା ନନ୍ଦ ମିଶ୍ର 541, ଜିଜ୍ଞାସା ରାଉତ 540 ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି ।ଏହି ସଫଳତା ପାଇଁ ବିଦ୍ୟାଳୟ ର ପରିଚାଳନା ସମିତି ର ସଦସ୍ୟ ସଦସ୍ୟା ଓ ଗୁରୁଜୀ ଗୁରୁମା ଓ ଅଭିଭାବକ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ 

Sunil Chandra Nayak

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!