ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କରୋନାରେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଦାବି କରିପାରିବେ ଆର୍ଥିକ ସହାୟତା

କେସିଙ୍ଗା – ମହାମାରୀ କରୋନା ସମୟରେ ବହୁ ପରିବାରର ମୁଖ୍ୟ ମୃତ୍ୟୁବରଣ ଯୋଗୁଁ ଲୋକଙ୍କ ଘର ଉଜୁଡିଯାଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଚିଠି ନଂ ୩୪୮/ ତା. ୭.୫.୨୨ ଅନୁଯାୟୀ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଇ ଏ ନଂ ୪୦୧୧୧ ଅଫ୍ ୨୦୨୨ , ଏମ୍ ଏ ନଂ ୧୮୦୫ ଅଫ୍ ୨୦୨୧ ଏବଂ ଡବ୍ଲପିସି ନଂ ୫୩୯/୨୦୨୧ ଅନୁସାରେ ତା. ୨୦.୩.୨୦୨୨ ପୂର୍ବବର୍ତ୍ତୀ କରୋନାରେ ମୃତ ବ୍ୟକ୍ତିଙ୍କ ଯୋଗ୍ୟ ଉତ୍ତରାଧିକାରୀ ୬୦ ଦିନ ଭିତରେ ଏବଂ ତା. ୨୦.୩.୨୦୨୨ ପରବର୍ତ୍ତୀ ମୃତକଙ୍କ ଉତ୍ତରାଧିକାରୀ ମାନେ ୯୦ ଦିନ ଭିତରେ ଆର୍ଥିକ ସହାୟତା ପାଇଁ ସରକାର ନିକଟରେ ଦାବି ଉପସ୍ଥାପନ କରିପାରିବେ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

Sunil Chandra Nayak

Leave a Comment

error: Content is protected !!