ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ 

ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ 

ଜଳେଶ୍ଵର,୧/୬(ମନିସ)-ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ରୂପେ ସାବିତ୍ରୀ ଦଳାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ପୂର୍ବରୁ ଉକ୍ତ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ରୂପେ କାର୍ଯ୍ୟ କରୁଥିଲେ। ଆଜି ପୂର୍ବାହ୍ନରେ ଜଳେଶ୍ଵର ୱାର୍ଡ ୧୨ ର କାଉନସିଲର ଶିବନାରାୟଣ ମହାପାତ୍ର,ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା,ଜିଲ୍ଲା ଯୋଜନା ବୋର୍ଡ ପୂର୍ବତନ ସଦସ୍ୟ ଅନନ୍ତ କୁମାର ଦାସ,ଅବସରପ୍ରାପ୍ତ ଅଧ୍ୟାପିକା ଇନ୍ଦୁମତୀ ଗିରି,ସମାଜସେବୀ ଦେବଜାନୀ ଅଣ୍ଡିଆ,ସୁଭଦ୍ରା ବେହେରା,ସୁବାସିନୀ ଜେନା,ଗୀତାଞ୍ଜଳି ବେହେରା,ସାମ୍ବାଦିକ ଜଗନ୍ନାଥ ଗୋଛୟତ ପ୍ରମୁଖ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ କରି ଅନୁଷ୍ଠାନର ବିଭିନ୍ନ ପ୍ରକାରର ଅଭାବ ଅସୁବିଧା ଗୁଡ଼ିକ ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ଦଳାଇଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତାଙ୍କର ନୂତନ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ   

masiha

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

masiha

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!