ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ରାକେଶ ଜେନା ପାଇଲେ ରକ୍ତ ମିତ୍ର ସମ୍ମାନ

ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ରାକେଶ ଜେନା ପାଇଲେ ରକ୍ତ ମିତ୍ର ସମ୍ମାନ 

ରକ୍ତ ଦାନ କର,ଜୀବନ ବଞ୍ଚାଅ  
ଗୋଟିଏ ରକ୍ତ ଦାନରେ ତିନୋଟି ପ୍ରାଣ ବଞ୍ଚିଯାଇ ପାରିବ 

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଛତିଆ ତରଫରୁ ଆଜି ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଶ୍ରୀମାନ୍ ରାକେଶ ଜେନା ଙ୍କୁ ରକ୍ତମିତ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାକେଶ ଜେନା ବିଭିନ୍ନ ସମୟରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲ ଠାରେ ରକ୍ତ ଦାନ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ସେ କଟକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ତଥା ଓଡ଼ିଶାର ବରିଷ୍ଟ ସମାଜସେବୀ ପ୍ରମିଳା ସିଂଘ ଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ପିଢ଼ି ମାନଙ୍କୁ ରକ୍ତ ଦାନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି।

Related posts

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

Sunil Chandra Nayak

Leave a Comment

error: Content is protected !!