ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ସହିତ ବାଇକ ଧକ୍କା ଏକ ଗୁରୁତର 

ବସ ସହିତ ବାଇକ ଧକ୍କା ଏକ ଗୁରୁତର 

କାମାକ୍ଷାନଗର (ମନିସ )2/3/25 // କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଉଁଶପାଳ ଠାରେ ଏକ ବସ ସହିତ ବାଇକ ର ଧକ୍କା ହେବାରୁ ବାଇକ ଆରୋହୀ ଗୁରତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବାର ଜଣାଯାଇଛି l ବାଉଁଶପାଳ ଗ୍ରାମର ଫକୀରମୋହନ ଷେଣ୍ଢ ଏକ ବାଇକ ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଫକୀର ଗୁରୁତର ଭାବେ ଆହତ ହୋଇ ପଶିଥିଲେ l ପାଖରେ ଥିବା କେତେକ ଲୋକ ଫକୀର ଙ୍କୁ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ 

Sunil Chandra Nayak

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!