ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ହୋଇ ଜୀବନ ଯୋଦ୍ଧରେ ନ ହାରିବାର ପଣ 

ଦିବ୍ୟାଙ୍ଗ ହୋଇ ଜୀବନ ଯୋଦ୍ଧରେ ନ ହାରିବାର ପଣ 

କାମାକ୍ଷାନଗର (ମନିସ )2/3/25 // ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ସର୍ବେଶ୍ୱର। ମେକାନିକ୍ ସାଜି ନିଜ ଗୋଡ଼ରେ ଛିଡା ହୋଇ ସମାଜ ପାଇଁ ସାଜିଛନ୍ତି ପ୍ରେରଣା। କିଏ କେମିତି, କେଉଁଠି ଆଉ କେଉଁଭଳି ଭାବରେ ଜନ୍ମ ନେବ ସେକଥା ଭଗବାନ ନିର୍ଣ୍ଣୟ କରିଥାନ୍ତି। କିନ୍ତୁ ସଂସାରକୁ ଆସିବା ପରେ ଜୀବନ ଜୀଇବାକୁ କର୍ମ ଆମେ ନିଜେ କରିଥାଉ। ଆଉ ସଂସାରରେ ନିଜ କର୍ମ ହିଁ ଜଣକ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଠିକ୍ ସେମିତି ଜନ୍ମରୁ ଦିବ୍ୟାଙ୍ଗ ହୋଇ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜର କର୍ମ ପାଇଁ ସର୍ବେଶ୍ୱର ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହୋଇ ସମାଜର ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

କୋକିଳା ଡାକ୍ଟ ଆଣ୍ଡ ମିଉଜିକ୍ ଏକାଡେମୀ’ ର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ : ଗୁରୁ ଅରୁଣା ମହାନ୍ତିଙ୍କୁ ପ୍ରଥମ ‘କୋକିଳା ସମ୍ମାନ’

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ବୈଠକ

Leave a Comment

error: Content is protected !!