ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତକବି ଭୀମ ଭୋଇ ପରିଷଦ ଦ୍ଵାରା ଯୁବକବି ଦୁର୍ଯୋଧନ ଚଣ୍ଡି ସମ୍ମାନିତ

ଡ଼ାଲଗୁମା  -:    କୋକସରା ବ୍ଲକ ର ଡ଼ାଲଗୁମା ଗ୍ରାମର ଯୁବକବି ଶ୍ରୀ ଦୁର୍ଯୋଧନ ଚଣ୍ଡି ଗତ କାଲି ସନ୍ତକବି ଭୀମ ଭୋଇ ପରିଷଦ କଟକ ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀ   ରେ ସମ୍ମାନିତ ହୋଇଛନ୍ତି । ସମ୍ମାନିତ ହେବା ଖବର ଆସିବା କ୍ଷଣି   ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।    ଆଜି ଏଠାରେ ସେ ପହଞ୍ଚିବା ପରେ ଗ୍ରାମରେ ଏକ ଭବ୍ୟ ସମର୍ଦ୍ଧନl ସଭା ଅନୁଷ୍ଠିତ ହୋଇ ଥିଲା । ଉକ୍ତ ସଭାରେ ବରିଷ୍ଟ ଶିକ୍ଷ୍ୟାବିତ ଶ୍ରୀ ଜୟ ରାମ ଚଣ୍ଡି ,କବି ଶ୍ରୀ ପ୍ରଭାକର ପଟ୍ଟନାୟକ, ସରପଞ୍ଚ ଶ୍ରୀ ଯୋଗେନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି ସମାଜ ସେବୀ ଅମୋଜ ଧରୁଆ , ସୁଧୀର ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ।

    ଡ଼ାଲଗୁମା ରୁ  ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ।

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

Sunil Chandra Nayak

ଖବର ପ୍ରସାରଣ ପରେ ବି ଚେତିଲାନି ପ୍ରଶାସନ, ଶହିଦ ମିନାରକୁ ସଫା କଲେ ଖବରଦାତା  

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!