ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ମାର୍କେଟ ବ୍ୟବସାୟୀ ସଂଘ ତରଫରୁ କନିକା ପ୍ରସାଦ ବିତରଣ 

ଇସ୍ପାତ ମାର୍କେଟ ବ୍ୟବସାୟୀ ସଂଘ ତରଫରୁ କନିକା ପ୍ରସାଦ ବିତରଣ 

ରାଉରକେଲା:ପବିତ୍ର ରଥଯାତ୍ରା ଉପଲକ୍ଷେ ଇସ୍ପାତ ମାର୍କେଟ ବ୍ୟବସାୟୀ ବୃନ୍ଦ ଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆମ୍ବାଗାନ ଛକ ନିକଟରେ କନିକା ପ୍ରସାଦ, ବିଶୁଦ୍ଧ ପାନୀୟ ଜଳ ବଣ୍ଟନ ତଥା ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ସଦସ୍ୟ ଭଗବାନ ବିଶ୍ବାଳ ଅଧ୍ୟକ୍ଷତା ଓ ପ୍ରାକ୍ତନ ସଭାପତି ଶଙ୍କର ଜେନାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁରଲୀଧର ମିଶ୍ର, ବିଜୟ ତ୍ରିପାଠୀ, ଅଶୋକ ଦାସ, ସରୋଜ ଖଟୁଆ, ସୁଶିଲ ଅଗ୍ରୱାଲ,ଅଜୟ ବେହେରା, ଦୁଃଶାସନ ସାହୁ, ଶ୍ୟାମସୁନ୍ଦର ସ୍ବାଇଁ, ପ୍ରିୟବ୍ରତ ସାମଲ, ଶିଶିର ମହାପାତ୍ର, ମୁରଲୀଧର ପାଣିଗ୍ରାହୀ, ଅର୍ଜୁନ ସାହୁ, ପ୍ରହଲ୍ଲାଦ ଜେନା ତଥା ମାର୍କେଟ ର ବହୁ ବ୍ୟବସାୟୀ ବୃନ୍ଦ ପ୍ରମୁଖ ଯୋଗଦେଇ ରଥଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ କନିକା ପ୍ରସାଦ ବିତରଣ ସହ ଶୁଦ୍ଧ ପାନୀୟ ଜଳ ବିତରଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

masiha

ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଉଦଘାଟନ

Sunil Chandra Nayak

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

Sunil Chandra Nayak

Leave a Comment

error: Content is protected !!