ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉଲକେଲା ସହରରୁ ହକି ବିଶ୍ଵ କପ୍ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉଦେଶ୍ୟରେ ଵାହାରିଥିଵା ସାଇକେଲ ଯାତ୍ରୀ ଙ୍କୁ ସ୍ଵାଗତ ଜଣାଇଲେ ନଗରପାଳ ଧର୍ମାନନ୍ଦ

କାମାକ୍ଷାନଗର ( ମ ନି ସ) ୦୯/୦୧_ସୁଦୁର ରାଉଲକେଲା ସହରରୁ ଭୁବନେଶ୍ୱର ଅଭିମୁଖେ ବିଶ୍ଵ କପ୍ ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଉଦେଶ୍ୟରେ ଏକ ସାଇକେଲ ଯାତ୍ରା ବାହାରି ଆଜି ସକାଳ ୮ ଘଟିକା ସମୟରେ କାମାକ୍ଷାନଗର ସହର ଠାରେ ପହଞ୍ଚିଵା ପରେ ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ ସାଇକେଲ ଆରୋହୀ ମାନଙ୍କୁ ସ୍ଵାଗତ ଜଣାଇ ସାଇକେଲରେ ନଗର ପରିକ୍ରମା କରିଵା ସହିତ ସହରବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ଦାନ୍ତ ଚିକିତ୍ସା ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ 

masiha

ବନ୍ୟା ପ୍ରପୀଡ଼ିତ ଖାଲିନା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!