ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ପାମରା ଗାଁ ରେ ହେବାକୁ ଯାଉଛି ସମ୍ବଲପୁରୀ ଦିନ

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ପାମରା ଗାଁ ରେ ହେବାକୁ ଯାଉଛି ସମ୍ବଲପୁରୀ ଦିନ

ଗୁରୁଃଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ଜନମ ଦିନ ଉପଲକ୍ଷେ ସାରା ପଶ୍ଚିମ ଓଡିଶା ର ବିଭିନ୍ନ ଜାଗାରେ ସମ୍ବଲପୁରୀ ଦିନ ପାଳନ କରା ଯିବାର ଅଛି, ଏଣୁ ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ମଧ୍ୟ ଧୁମ ଧାମ ରେ ତିଆରି ହେଉଛି, ଆମରସମ୍ବଲପୁରୀ ଭାଷା ସାହିତ୍ୟ,ଲୋକ କଳା,ସଂସ୍କୃତି ପରମ୍ପରା,ର ଉନ୍ନତି ପାଇଁ କାମ କରୁଥିବା ଅନୁଷ୍ଠାନ ତରଫରୁ ପ୍ରତେକ ବର୍ଷ ଅନେକ ସମ୍ବଲପୁରୀ କାର୍ଯ୍ୟକ୍ରମ ହେଇଥାଏ, ଏ ବର୍ଷ ମଧ୍ୟ ହେବ, ଅନୁଷ୍ଠାନ ର କର୍ମକର୍ତା ମାନଙ୍କ ଚେଷ୍ଟା ରେ ଏହି କାର୍ଯ୍ୟକ୍ରମ କୁ ଭଲ ଭାବରେ କରିବା ପାଇଁ ଚେଷ୍ଟା ରହିଛି. ସମ୍ବଲପୁରୀ ଭାଷା ସାହିତ୍ୟ ର ଜନକ ଶ୍ରୀ ବହିଦାର ଙ୍କର ଅବଦାନ ବହୁତ ଅତୁଳନୀୟ ସେ ଜୀବନ କାଳରେ ପଶ୍ଚିମ ଓଡିଶା ର ସମ୍ବଲପୁରୀ ପାଇଁ କାମ କରୁଥିବାରୁ ତାଙ୍କୁ ଆଜି ସାରା ପଶ୍ଚିମାଞ୍ଚଲ ରେ ସମ୍ବଲପୁରୀ ଦିନ ଭାବେ ମନେ ରଖନ୍ତି।

ଏହି ସମ୍ବଲପୁରୀ ଦିନ ରେ ସମ୍ବଲପୁରୀ ନାଚ ଗୀତ ବାଦ୍ୟ ଏମିତି ସାସ୍କୃତିକ କାର୍ଯ୍ୟକ୍ରମ ହେବା ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଟୋନିସ ରୋହିଦାସ କହିଛନ୍ତି।

Related posts

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୯ତମ ଵାଷିକ ଉତ୍ସବ

Sunil Chandra Nayak

କାମରେ ଆସୁନି ସରକାରୀ ଆଇ ବି ବଙ୍ଗଳା ଘର 

masiha

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

Leave a Comment

error: Content is protected !!