ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଜ୍ୟୋତ୍ସ୍ନା ରାଣୀ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

ଆନନ୍ଦପୁର,-:  ସାଇକଲୋନିର ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଶ୍ରୀ ହରିଶ୍ଚନ୍ଦ୍ର ମହାପାତ୍ର ଙ୍କର ସହଧର୍ମିଣୀ ତଥା ବରିଷ୍ଠ ଆଇନଜୀବି ଶ୍ରୀ ମନୋଜ କୁମାର ମିଶ୍ର ଙ୍କର ଜ୍ୟେଷ୍ଠା ଭଗ୍ନୀ ଶ୍ରୀ ମତୀ ଜ୍ୟୋତ୍ସ୍ନା ରାଣୀ ମହାପାତ୍ର( ଝୁନୁନାନୀ) ଙ୍କର ଭବାନିପାଟଣାଠାରେ ତା୧୪/୦୫/୨୨ରିଖ ଶନିବାର ସକାଳ ୫ଟାରେ ହୃଦଘାତରେ ଅକାଳ ବିୟୋଗ। ତାଙ୍କର ଅବର୍ତ୍ତମାନରେ ସମଗ୍ର ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଦରଦୀ, ଉତ୍ତମ ମଣିଷ, ପରୋପକାରୀ,ଅମାୟିକ, ନିରହଙ୍କାରୀ ଓ ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିତ୍ଵ ଙ୍କର ଅକାଳ ମୃତ୍ୟୁ ତାଙ୍କ ପରିବାର ଓ ଆନନ୍ଦପୁର ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ଘଟଣାରେ ଅତ୍ୟନ୍ତ ମର୍ମାହତ, ବ୍ୟଥିତ ଓ ଅଶୃଳ ଶ୍ରଦ୍ଧାଞ୍ଜଳୀ।ଭଗବାନ ତାଙ୍କ ପରିବାର କୁ ସହିବାକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏତିକି କାମନା କରିବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି ।

Related posts

ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

ରୋଗୀଣା ପୁଅର ଚିକିତ୍ସା ପାଇଁ…ବରପାଲିରୁ ବ୍ରହ୍ମପୁରକୁ ୩୫୦ କି.ମି ପାଦରେ ଚାଲୁଛନ୍ତି ବୃଦ୍ଧା ମାଆପୁଅ

Sunil Chandra Nayak

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

Leave a Comment

error: Content is protected !!