ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଘ ଛାଲ ସହ ଶିକାରୀ ଜବତ

ଗ୍ରାମବାସୀ ଙ୍କ ଆକ୍ରମଣ ରେ ୪ ବନ କର୍ମଚାରୀ ଆହତ , ଗାଡ଼ି ଭଙ୍ଗା ରୁଜା

ଆନନ୍ଦପୁର (ମ ନି ସ): କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ହତିଖୁନ୍ତି ଗ୍ରାମରୁ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଏକ ମହାବଳ ବାଘ ଛାଲ ଜବତ କରିବା ସହିତ ଶିକାରୀ କୁ ଗିରଫ କରିଛନ୍ତି । ଗିରଫ କରି ଫେରୁଥିବା ସମୟ ରେ କିଛି ଗ୍ରାମବାସୀ ଙ୍କ ଆକ୍ରମଣ ରେ ୪ ବନ କର୍ମଚାରୀ ଆହତ ହେବା ସହିତ ବିଭାଗ ର ଗାଡ଼ି ଭଙ୍ଗା ରୁଜ କରିଛନ୍ତି । ଆହତ ବନ କର୍ମଚାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଦୟିତରି ରେଞ୍ଜ ର ବୁଢ଼ୀ ପଦା ପାଳସ ପାଳ ନିକଟସ୍ଥ ହାତୀ ଖୁଣ୍ଟି ଗ୍ରାମର ଦୁର୍ଯ୍ୟଧନ ମହାକୁଡ ଙ୍କ ପୁଅ ବୁତୁ ମହାକୁଡ଼ (୨୫) ଗତ ଏପ୍ରିଲ ମାସ ରେ ଏହି ମହାବଳ ବାଘ କୁ ବିଷ ଦେଇ ମାରି ଦେଇଥିବା ବିଭାଗୀୟ ଅଧିକାରୀ ଙ୍କ ନିକଟ ରେ ସ୍ବୀକାର କରିଛି । ଗତ ୨୦୧୯ ମସିହା ବାଘ ଗଣନା ରେ ଦୈତାରି ରେଞ୍ଜ ର ହାତୀ ଖୁଣ୍ଟି ଅଞ୍ଚଳ ରେ ମହାବଳ ର ପାଦ ଚିହ୍ନ ଠାବ କରାଯାଇଥିଲା । ପ୍ରତିବର୍ଷ ଏହାର ଗତିବିଧି ଉପରେ ବିଭାଗୀୟ କର୍ମଚାରୀ ମାନେ କଡ଼ା ନଜର ରଖିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ୧୧ ତାରିଖ ଦିନ ହତିଖୁନ୍ତି ଜଙ୍ଗଲ ରେ ଥିବା ମଇଁଷି ଗୋଠ ରେ ଏକ ମଇଁଷି କୁ ମାରି ଦେଇଥିଲା । ପରଦିନ ସକାଳୁ ଅଭିଯୁକ୍ତ ଦୁର୍ଯ୍ୟୋଧନ ଓ ତାର ପୁଅ ବୁଟୁ ମୃତ ମଇଁଷି ଉପରେ ବିଷ ପକାଇଥିଲେ । ସେହି ମଇଁଷି ର ମାଂସ ଖାଇ ଏହି ମହାବଳ ମୃତ୍ୟୁ ବରଣ କରିଛି ବୋଲି ଅଭିଯୁକ୍ତ ନିଜର ବୟାନ ରେ ପ୍ରକାଶ କରିଛି । ଗତ ୧୯ ତାରିଖ ରାତି ୧୦ ଟା ବେଳେ ଆନନ୍ଦପୁର , ଦେଓଗାଁ , ଦୈତାରି ରେଞ୍ଜ ର କର୍ମଚାରୀ ଓ କେନ୍ଦୁଝର ବନ ବିଭାଗ ମିଳିତ ଭାବେ ଚଢାଇ କରିଥିଲେ । ରାତି ପ୍ରାୟ ୧୨ ଟା ୩୦ମିନିଟ ସମୟ ରେ ବାଘ ଛାଲ ସହ ଅଭିଯୁକ୍ତ ଶିକାରୀ କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ସୁନପେନ୍ଥ ନିକଟ ରେ ଛୁଆ ଚୋର କହିବବାନ କର୍ମଚାରୀ ଙ୍କ ଉପରେ ଆକ୍ରମଣ କରିଥିଲେ । ଖବର ପାଇ ଆନନ୍ଦପୁର ଡିଏଫ ଓ ଅଜିତ ଶତପଥୀ , ଏ ସି ଏଫ୍ ପ୍ରଫୁଲ୍ଲ ମଲ୍ଲିକ , ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମ , ବାନପାଳ ଶ୍ୟାମ ସୁନ୍ଦର ସାହୁ ଘଟଣା ର ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣା ଯାଇଛି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର କବିତା ପାଠ

Sunil Chandra Nayak

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ତ୍ରିନାଥ ପଟ୍ଟନାୟକ,ଗାନ୍ଧୀନଗର, କୋରାପୁଟ  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort