ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଓଡିଶା ସରକାର ୨୨ ବର୍ଷ ପରେ ୫-ଟି ସଚିବ ଗଠନ କରି ଶାସନ ମଧ୍ୟରେ ସ୍ବଚ୍ଛତା ଆଣିବାର ସରକାର ବିଧାନସଭା ଡିଡିମ୍ବ ପିଟୁଛନ୍ତି।କିନ୍ତୁ ଏହାର ଖୁଲା ଖୁଲି ଉଲଂଘନ ବୋଲି ବିଧାୟକ ଅଭିଯୋଗ ଆଣିଥିଲେ। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଥାନାକୁ ଯାଇଥିଲେ। ସେଠାରେ ଅଧିକାରୀ ମାଡ଼ ମାରିବା ସ୍ବୀକାର ମଧ୍ୟ କରିଥିଲେ ବୋଲି ବିଧାୟକ କହିଛନ୍ତି। ଏହି ଘଟଣାର ତଦନ୍ତ, ପଦକ୍ଷେପ ପାଇଁ ୫-ଟି ସଚିବ, ଗୃହ ବିଭାଗ, ଗୃହ ସଚିବ ଏବଂ ନବୀନ ସରକାରଙ୍କୁ ଟୁଇଟ କରିଥିବା ବେଳେ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭାରେ ପ୍ରଶ୍ନ ଉଠିବ ବୋଲି ବିଧାୟକ କହିଥିଲେ । ଏହି ଘଟଣା କୁ ନେଇ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପଦକ୍ଷେପ ନେଇ ପୋଲିସ କର୍ମଚାରୀ ଙ୍କୁ ନୂଆପଡା ଆରକ୍ଷୀ ଅଫିସକୁ ସ୍ଥାନାନ୍ତର କରା ଯାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

ଲତା ବେହେରା ଙ୍କ କବିତା ଲୁହ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

Leave a Comment

error: Content is protected !!