ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

ଜାଣନ୍ତୁ, ନବୀନଙ୍କ ନୂଆ ଟିମ୍‌ରେ କେଉଁମାନେ କ୍ୟାବିନେଟ୍‌ ମନ୍ତ୍ରୀ ଓ କେଉଁମାନେ ରାଷ୍ଟ୍ର ମନ୍ତ୍ରୀ ହେଲେ…

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଲୋକସେବା ଭବନରେ ପହଞ୍ଚିଥିଲେ।

ଜାଣନ୍ତୁ, ନବୀନଙ୍କ ନୂଆ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କେଉଁମାନେ ସ୍ଥାନ ପାଇଛନ୍ତି…

୧-ଜଗନ୍ନାଥ ସାରକା(କ୍ୟାବିନେଟ୍‌ ମନ୍ତ୍ରୀ)

୨-ନିରଞ୍ଜନ ପୂଜାରୀ(କ୍ୟାବିନେଟ୍‌ ମନ୍ତ୍ରୀ)

୩-ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କ୍ୟାବିନେଟ୍‌ ମନ୍ତ୍ରୀ)

୪-ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ)

୫-ପ୍ରଫୁଲ୍ଲ ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)

୬-ପ୍ରତାପ ଦେବ(କ୍ୟାବିନେଟ୍‌ ମନ୍ତ୍ରୀ)

୭- ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ୍‌ ମନ୍ତ୍ରୀ)

୮-ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)

୯-ପ୍ରଦୀପ ଅମାତ(କ୍ୟାବିନେଟ୍‌ ମନ୍ତ୍ରୀ)

୧୦-ନବ କିଶୋର ଦାଶ(କ୍ୟାବିନେଟ୍‌ ମନ୍ତ୍ରୀ)

୧୧-ଅଶୋକ ଚନ୍ଦ୍ର ପଣ୍ଡା(କ୍ୟାବିନେଟ୍‌ ମନ୍ତ୍ରୀ)

୧୨-ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ)

୧୩-ରାଜେନ୍ଦ୍ର ଢୋଲକିଆ(କ୍ୟାବିନେଟ୍‌ ମନ୍ତ୍ରୀ)

ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ ଭାବେ କେଉଁମାନେ ସ୍ଥାନ ପାଇଲେ, ଜାଣନ୍ତୁ…

୧-ସମୀର ରଞ୍ଜନ ଦାଶ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)

୨- ଅଶ୍ୱିନୀ କୁମାର ପାତ୍ର-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)

୩- ପ୍ରୀତି ରଞ୍ଜନ ଘଡ଼େଇ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)

୪- ଶ୍ରୀକାନ୍ତ ସାହୁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)

୫-ରିତା ସାହୁ(ସ୍ୱାଧୀନ)

୬-ବାସନ୍ତୀ ହେମ୍ବ୍ରମ(ସ୍ୱାଧୀନ)

Related posts

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

ମାଓବାଦୀଙ୍କୁ ଯୋଗାଯୋଗ ଉପକରଣ ଯୋଗାଣ ଅଭିଯୋଗ 

Sunil Chandra Nayak

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!