ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହେଲେ କେବିନେଟ ମନ୍ତ୍ରୀ, ଆଜି ଶପଥ ନେଲେ

ନୂଆପଡା: ନୂଆପଡା ଜିଲ୍ଲା ପାଇଁ ଖୁସି ଖବର। ଜିଲ୍ଲା ର ୬ଲକ୍ଷ ୫୦ ହଜାର ଉର୍ଦ୍ଧ ଜନତାଙ୍କ ପାଇଁ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି। ରାଜେନ୍ଦ୍ର ଢୋଲକିଆ ଆଜି କେବିନେଟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ସମଗ୍ର ଓଡିଶା ପାଇଁ କାର୍ଯ୍ୟ କରିବି ବୋଲି ମତବ୍ୟକ୍ତ କରିଛନ୍ତି।ଜିଲ୍ଲା ବାସୀଙ୍କ ସ୍ନେହ ଏବଂ ଶ୍ରଦ୍ଧା ସହ ସେବା ଏବଂ କାର୍ଯ୍ୟ କରିବା ସୁଫଳ ମିଳିଛି ବୋଲି ମତବ୍ୟକ୍ତ କରିଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

Sunil Chandra Nayak

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଜିଲ୍ଲା ପରିଷଦ ସପ୍ତମ ସ୍ଥାୟୀ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!