ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ମ,ରାମପୁର,୦୬/୬(ମସୀହା) :- ମ.ରାମପୁର ସତ୍ୟ ସାଇ ସେବା ସଂଗଠନ ତରଫରୁ ସ୍ଥାନୀୟ ସତ୍ୟ ସାଇ ସେବା ସମିତି ଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇ ଥିବା ଏହି ରକ୍ତ ଦାନ ଶିବିର ରେ ରକ୍ତ ସଂଗ୍ରହ ଜିଲ୍ଲା ମୁଖ୍ୟ (ସତ୍ୟ ସାଇ ସେବା ସଂଗଠନ) ରଣଜିତ୍ ବେଶ୍ରା, ଡାକ୍ତର ଜୟନ୍ତୀ ବାଳା ନାୟକ ଯୋଗ ଦେଇ ଥିଲେ । ମ, ରାମପୁର ସମିତି ର ଆବାହକ ହୃଦାନନ୍ଦ ସାହୁ ଙ୍କ ତତ୍ତ୍ଵାବଧାନ ରେ ବରିଷ୍ଠ ସଦସ୍ୟ ଉଦୟ ନାୟକ, ନନ୍ଦ କିଶୋର ସାହୁ, ଥୟକର ସାହୁ, ସୁରେଶ ବାଗ, କିଶନ ଲାଲ୍ ସାହୁ, ହୃଷୀକେଶ ସାହୁ, ତ୍ରିନାଥ ସାହୁ ଙ୍କ ସମେତ ରକ୍ତ ଭଣ୍ଡାର,କଳାହାଣ୍ଡି ଜିଲ୍ଲା କର୍ମଚାରୀ ବୃକୋଦର ଚନ୍ଦନ, କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସମେତ ଅଂଲାପାଲି, ଯୋରା ଡୋବରା, ଘୋଡ଼ା ବନ୍ଧ, ପିପଲ୍ ପଦର୍ ଭଜନ ମଣ୍ଡଳୀ ର ଭାଇ ମାନେ ସହଯୋଗ କରିଥିଲେ । ସମୁଦାୟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ତୁଳସୀପଦର ଝାଡ଼ାବାନ୍ତି ବ୍ୟାପିବା ଘଟଣା , ନବରଙ୍ଗପୁର ମେଡିକାଲ ଟିମ ପହଂଚି ଅନୁଧ୍ୟାନ

Sunil Chandra Nayak

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି : ଜଣେ ମୃତ, ୮ ଗୁରୁତର

Sunil Chandra Nayak

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

Leave a Comment

error: Content is protected !!