ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ବିରାଶାଳ ଏୟାର ଷ୍ଟ୍ରିପ ବିମାନ ଦୁର୍ଘଟଣା

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଏୟାର ଷ୍ଟ୍ରିପ ରେ ଗତ କାଲି ଅପରାହ୍ନରେ ପ୍ରଶିକ୍ଷାର୍ଥି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ବିଶେଷ ସୂତ୍ର ରୁ ପ୍ରକାଶ ଯେ ମହାରାଷ୍ଟ୍ର ରୁ କରଣ ମଲ୍ଲିକ ନାମକ ଜଣେ ପାଇଲଟ୍ ଶିକ୍ଷାର୍ଥୀ ମାନଙ୍କୁ ବିମାନ ରେ ବସେଇ ଶିକ୍ଷାଦାନ କରୁଥିଲା ବେଳେ ଅଚାନକ ତଳେ ଖସି ପଡି ଦୁର୍ଘଟଣା ର ଶିକାର ହୋଇଥିଲା । ଗତ କାଲି ସମସ୍ତ କର୍ମଚାରୀ ଓ ପାଇଲଟ୍ ଛୁଟି ରେ ଥିବା ବେଳେ କରଣ ମଲ୍ଲିକ ଦୁଃସାହସ ସହ ବହୁ ଦିନର ପୁରୁଣା ବିମାନ ଟି ଉଡାଣ କରି ଥିଲେ । ଉଡାଣ ପୂର୍ବରୁ ସଠିକ୍ ଯାଞ୍ଚ ହୋଇ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଉଠିଛି । ଏହି ଦୁର୍ଘଟଣା ରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବିରାଶାଳ ଗୋଷ୍ଠୀ କେନ୍ଦ୍ର ଓ ପରେ କାମାକ୍ଷା ନଗର ଡାକ୍ତର ଖାନା କୁ ସ୍ଥାନାନ୍ତରିତ ହୋଇଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!