ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ସମ୍ମିଳନ 

ମୟୂରଭଞ୍ଜ-୬/୬/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ହିନ୍ଦୁସ୍ତାନୀ ଏଜେନ୍ସି ସମ୍ମିଳନୀ ପରିସରରେ ରାଜମିସ୍ତ୍ରୀ ଓ ଠିକାଦାର ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାଲମିଆ ସିମେଣ୍ଟ ପକ୍ଷରୁ ବୈଷୟିକ ମନ୍ତ୍ରୀ ଇଂ ଜିତୁ ପ୍ରକାଶ ରାଜ ଏବଂ ମାର୍କେଟିଂ ଅଫିସର ଫକିର ମୋହନ ବାରିକ ଯୋଗ ଦେଇଥିଲେ । ଉପସ୍ଥିତ ୫୦ ରୁ ଊର୍ଦ୍ଧ୍ବ ରାଜମିସ୍ତ୍ରୀ ଏବଂ ଠିକାଦାରଙ୍କୁ ଡାଲମିଆ ସିମେଣ୍ଟ ଗୁଣ୍ଡ ଏବଂ ବ୍ୟବହାର ଉପରେ ବିସ୍ତୃତ ଭାବରେ ବୁଝାଇବା ସହ ପ୍ରୋଜେକ୍ଟର ମାଧ୍ୟମରେ ସଚିତ୍ର ଦେଖାଇଥିଲେ ।ଡାଲମିଆ ସିମେଣ୍ଟ ଉପଯୋଗୀତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଅନ୍ୟ ସିମେଣ୍ଟ ତୁଳନାରେ ଡାଲମିଆ ସିମେଣ୍ଟ କାହିଁକି ନିଆରା । ଶେଷରେ ହିନ୍ଦୁସ୍ତାନୀ ଏଜେନ୍ସୀ ମାଲିକ ବିକାଶ ଭୁତ ସମସ୍ତ ରାଜମିସ୍ତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ପାପଡାହାଣ୍ଡିରେ ମଟର ସାଇକେଲ ଯାଞ୍ଚ କଡ଼ାକଡ଼ି

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!