ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା- ୯୮ ମାଟ୍ରିକ ବ୍ୟାଚ, ବନ୍ଧୁମିଲନ ଅନୁଷ୍ଠିତ

କୋକସରା,୭/୬-( ମ ନି ସ)   ଦିନେ ସାଙ୍ଗ ହୋଇ ପାଠ ପଢୁଥିଲେ, ଛାତ୍ରଛାତ୍ରୀ ଜୀବନ ରେ ଅନେକ ଅନୁଭୂତି ଓ ସ୍ମୁତି କୁ ପୁଣିଥରେ ମନେ ପକାଇବା ପାଇଁ ଆୟୋଜନ କଲେ ବନ୍ଧୁମିଲନ । ଏତେ ବର୍ଷ ପରେ ଅତୀତ ର ସାଙ୍ଗସାଥି ଙ୍କୁ ନିଜ ଗହଣ ରେ ପାଇ ପୁରୁଣା ଦିନ କୁ ପୁଣିଥରେ ମନେ ପକାଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ରେ ୧୯୯୮ ରେ ମାଟ୍ରିକ ବ୍ୟାଚ ର ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଲନ କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଠାରେ ଅନୁଷ୍ଠିତ ହୋଇଛି। ମାଟ୍ରିକ ବ୍ୟାଚ ର ଦୀପ୍ତି ରଞ୍ଜନ ସେନାପତି, ମୋକ୍ଷରାମ ପ୍ରଧାନୀ, ଗଗନ ମେହେର, ମନୋଜ କୁମାର ବାଗ, ପ୍ରଦୀପ ବିହାରୀ, ପ୍ରହଲ୍ଲାଦ ନାଏକ, ହୃଷିକେଶ ଘି, ପବିତ୍ର ପାତ୍ର, ନିଲେଦ୍ରି ମାଝୀ, ପ୍ରଭାସିନୀ ବାଗ, ପ୍ରଭାସିନୀ ମହାନନ୍ଦ, ରୀନା ମଞ୍ଜରୀ ନାଏକ, ସୁଶୋଜିତା ମହାପାତ୍ର, ଭାମା ଛାତ୍ରୀଆ,ରଶ୍ମିତା ପଟ୍ଟନାୟକ, ଦମୟନ୍ତି ବେହେରା ବ୍ୟାଚ ମେଟ ଏହି ବନ୍ଧୁମିଲନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Related posts

ଖଣିମାଫିଆ ଯୋଗୁ ଚାଲିଗଲା ୮ ବର୍ଷ ବାଳକର ଜୀବନ

Sunil Chandra Nayak

ଡାବୁଗାଁ ଦୁଗ୍ଧ ଶିତଳିକରଣ କେନ୍ଦ୍ର ଓମେନ୍ ଏକ୍ସଟେନସନ୍ ୱ।ର୍କରଙ୍କ ନାମରେ ଟଙ୍କା ହେର୍ ଫେର୍ ହୋଇଥିବା ଅଭିଜୋଗ

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!