ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

     ଛାଇ

  ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

॥ଟିକେ ଛାଇ…

    ଜୀବନ କୋଳୋଇ ନେବା ର ପ୍ରୟାସ…॥

 

୫୩) ହସ ହସ ମୁହେଁ କରିବ କର୍ତ୍ତବ୍ୟ

        ଅଧିକାର କଥା ନ କୁହ କେବଳ

୫୪) ରାଗିବା ଗୁଣଟି ବିଷଧର ସାପ

      ଶାନ୍ତ ଶିଷ୍ଟେ କଥା କୁହ ମାପଚୁପ 

 

 କୋଲନରା,ରାୟଗଡ଼ା ଜିଲ୍ଲା

Related posts

କବିତା – ମା ଲୋ ସମଲେଶ୍ଵରୀ

Sunil Chandra Nayak

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଂଧୁମିଳନ

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!