ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ପ୍ରେମ

ପ୍ରେମ

 

ପ୍ରେମ 

କଣ କେବେ ଦେଖାଇ ହୁଏ ..?

ନା,

କାରଣ

କିଛି ପ୍ରେମ 

ରହିଯାଏ ଆଖିର କୋଣରେ

କିଛି ପ୍ରେମ

ରହି ଯାଏ ବନ୍ଦ ଓଠରେ

କିଛି ପ୍ରେମ 

ରହିଯାଏ ଅକୁହା କଥାରେ

କିଛି ପ୍ରେମ 

ରହିଯାଏ ନୀରବ ପ୍ରତୀକ୍ଷାରେ

କିନ୍ତୁ 

ବେଶୀ ପ୍ରେମ 

ବୋଧେ ରହିଯାଏ

ଦୂରତା ଆଉ ଝଗଡାରେ 

କାରଣ

ଯେତେ ଦୂରତା 

ସେତେ ମନର ଅନୁଭବ

ଯେତେ ଝଗଡ଼ା 

ସେତେ ପ୍ରେମର ଗଭୀରତା ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

କବିତା ଦାଶ ଙ୍କ କବିତା ଗୋଟିଏ ଅଳି 

Sunil Chandra Nayak

ବାଲେଶ୍ବର – ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବିଦ୍ୟାଧର ମହାନ୍ତ ଙ୍କ କବିତା ମହାପ୍ରସାଦ

Sunil Chandra Nayak

Leave a Comment

error: Content is protected !!