ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଧର୍ମପରାୟଣ ମହିଳା ସରୋଜିନୀ ପଣ୍ଡାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର– ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମର ଧର୍ମପରାୟଣ ମହିଳା ସରୋଜିନୀ ପଣ୍ଡାଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରୋଜିନୀ ପଣ୍ଡା ଜଣେ ମିଷ୍ଟଭାଷୀ,ପରୋପକାରୀ,ଭଗବତପ୍ରେମୀ ମହିଳା ଥିଲେ । ତାଙ୍କର ହୃଦଘାତ ଜନିତ ରୋଗରେ ମୃତ୍ୟୁବରଣ ହୋଇଥିଲା ।ବିଜେଡି ଯୁବନେତା ଟଳି ପଣ୍ଡାଙ୍କ ମାତା । ତାଙ୍କ ଏକାଦଶାହ କାମରେ ମୋରଡା ବିଧାୟକ ରାଜ କିଶୋର ଦାସ, ମହିଳା ନେତ୍ରୀ ପ୍ରୀତି ନନ୍ଦା କାନୁନଗୋ,ମନୁ ଚଔଧୂରୀ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ,ସତ୍ୟବ୍ରତ ମହାପାତ୍ର,ଅଶ୍ବିନୀ ପଣ୍ଡା,ଖୁଦିରାମ ମହାନ୍ତି,ବିମଳ ମହାନ୍ତି,ସୁଜିତ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ।

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

Sunil Chandra Nayak

ଏହି ମେଳା ଆୟୋଜନ ଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ କରଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!