ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ରଜ ପର୍ବ ପାଳିତ 

ମୟୂରଭଞ୍ଜ-୧୫/୬/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଲୌହଖଣି ଅଂଚଳରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ’ ତରଫରୁ ଗଣ ପର୍ବ ତଥା ଆନନ୍ଦ,ଉତ୍ସାହ,ଖୁସିର ପର୍ବ ତଥା କୃଷି ପର୍ବ ରଜ ପର୍ବ ଏକ ନିଆରା ପ୍ରୟାସରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ଆନନ୍ଦ,ଉଲ୍ଲାସ ପିଠାପଣା,ଦୋଳି ,ବାଗୁଡ଼ି,ତାସ ଖେଳରେ ମଜା ନେଉଥିବାବେଳେ ରାଇରଙ୍ଗପୁର ଗୋରୁମହିଷାଣୀ ଅଞ୍ଚଳର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଜିତୁ ପଟ୍ଟନାୟକ ମେମୋରିଆଲ କ୍ରଷ୍ଟ’ ତରଫରୁ ଅନ୍ୟ ଏକ ନିଆରା ପ୍ରୟାସ ରେ ପାଳନ କରାଯାଇଛି ।କରୋନା ମହାମାରୀ ରେ ଜନୈକ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ସେହିଦିନ ତାଙ୍କର ଏକ ଶିଶୁପୁତ୍ର ଜାତ ହୋଇଥିଲା । ସେ ଛାଡି ଯାଇଥିଲେ ତାଙ୍କ ବିଧବା ପତ୍ନୀ ଏବଂ ଶିଶୁପୂତ୍ରକୁ ।ଅତି ଗରୀବ ଓ ଅଭାବୀ ଯୋଗୁଁ ସେମାନେ ବହୁ କଷ୍ଟରେ ଦିନ କାଳାତିପାତ କରୁଛନ୍ତି ।ସେହି ପରିବିରର ଦୁଃଖ ଯାତନା ପ୍ରତି ସମ୍ବେଦନଶୀଳ ହୋଇ ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟମାନେ ସେମାନଙ୍କ ନିଜ ସଂଚିତ ଅର୍ଥରୁ ୧୦,୦୦୦ ଟଙ୍କା ସହର ଛୁଆଟେ ପାଇଁ ଡ୍ରେସ,ଜୋତା, ଏବଂ ବିଭିନ୍ନ ପୃଷ୍ଟି କର ଶୁଖିଲା ଖାଦ୍ୟ ସହ ବିଭିନ୍ନ baby care ସାମଗ୍ରୀ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଂଯୋଜକ ଅଭିଳାଷ ପଟ୍ଟନାୟକ , ସହସଂଯୋଜକ ପ୍ରଣେଷ ମଣ୍ଡଳ, ସକ୍ରିୟ ସଦସ୍ୟ ଟୁଲୁ ପଟ୍ଟନାୟକ,ଚନ୍ଦନ ଶି ,ସବାନ୍ ମାରାଣ୍ଡି,ଲକ୍ଷ୍ମଣ ଟୁଡୁ, ଡାକ୍ତର ଟୁଡୁ, ଚିନ୍ମୟ ଦାସ, ଲଖନ୍ ରଣ, ରଶ୍ମିତ ମହାନ୍ତି ,ଗୋବିନ୍ଦ ରଣା, ଦୁଷ୍ମନ୍ତ,ବିକାଶ ମଣ୍ଡଳ,ସଞ୍ଜୟ ଟୁଟି,ମିଥୁନ , ଯତୀନ , ଅମନ୍ ଶର୍ମା, ଆର୍ବଜ,ରାଜା ମହାକୁଡ ଆଦି ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ମୟୂରଭଞ୍ଜ – ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ସମ୍ମିଳନ 

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort