ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଶିକ୍ଷା ପାଇଁ ଗରିବୀ କେବେ ପ୍ରତିବନ୍ଧକ ନୁହେଁ, କହିଲେ ବିଧାୟକ

ବାଲେଶ୍ବର,୧୮/୬/୨୨- ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବାଉରୀପଦା ପଞ୍ଚାୟତର ସନାତନ ପାଢୀଙ୍କ ପୁତ୍ର ସତ୍ୟରଞ୍ଜନ ପାଢ଼ୀ ଜ୍ୟୋତିଷ ପଦାର୍ଥ ବିଜ୍ଞାନ(Astro Physics)ରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରିବା ପାଇଁ ନାମ ପଞ୍ଜିକରଣ କରିବାକୁ ଯାଉଥିବାର ଖବରପାଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ଯୋତିପ୍ରକାଶ ଆଜି(୧୮/୬/୨୨) ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇ ଥିଲେ । ପାଠ ପଢିବାକୁ ମନରେ ଆଗ୍ରହ ଅଛି ହେଲେ ଶ୍ରୀ ପାଢୀଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ପଢା ଖର୍ଚ୍ଚ ପାଇଁ ସହଯୋଗର ହାତ ବାଢାଇଛନ୍ତି ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ଏବଂ ଶିକ୍ଷାର ଉନ୍ନତି ପାଇଁ ସର୍ବଦା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ଏଭଳି ସହାୟତାର ମନୋବୃତ୍ତିକୁ ସମ୍ପୃକ୍ତ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

ଅପର୍ତ୍ତି ସେଠୀ ଙ୍କ କବିତା କ୍ଷମା

Sunil Chandra Nayak

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

Sunil Chandra Nayak

Leave a Comment

error: Content is protected !!