ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ

 ରାଉରକେଲା/ ସେକଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିରର ଏନେକ୍ସ ହଲରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ ” ଶୀର୍ଷକ ଏକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମା’ଙ୍କ ଯନ୍ତ୍ର ସଂଗୀତ ସହ ନୀରବତା ଅଵଲମ୍ବନ ରୁ। ଶିକ୍ଷୟତ୍ରୀ ଜୟଶ୍ରୀ ମାନକି ଶ୍ରୀଅରବିନ୍ଦ କୃତ ସାବିତ୍ରୀ ମହାକାବ୍ୟର ଆବୃତ୍ତି କରିଥିଲା ବେଳେ ନମିତା ନାୟକ ମାତୃବନ୍ଦନା କରିଥିଲେ ଓ ଯୋଗମନ୍ଦିର ର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷାବିତ ଡଃ କିଶୋରୀ ଦାଶ ବିଷୟ ବସ୍ତୁର ପ୍ରାରମ୍ଭିକ ଅବତାରଣା କରିଥିଲା ବେଳେ ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରିଥିଲେ ଖୋର୍ଦ୍ଧା ଡିଆଇଇଟି ର ଅଧ୍ୟକ୍ଷ ଡଃ ତାପସ ନାୟକ ଓ ସଂଯୋଜନା କରିଥିଲେ ରଂଜିତ ଦାଶ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ କିପରି ପରିବର୍ତ୍ତନ ଆଣି ପାରିବ ତାହା ଉଲ୍ଲେଖ କରିବା ସହ ଜାତୀୟ ଶିକ୍ଷାନୀତି ୨୦୨୦ ରେ ମଧ୍ୟ ସେହି ଧାରାରେ ଛାତ୍ର ଛାତ୍ରୀ ମାନଙ୍କ ଚେତନାର ପରିବର୍ତ୍ତନ ଆଣିବା ସହ ପ୍ରକୃତ ଭାରତୀୟ ରୂପେ ଗଢି ତୋଳିବାର ଲକ୍ଷ୍ୟ ଉଦ୍ଦିଷ୍ଟ କିପର ରହିଛି ତାହା ଉଦାହରଣ ମାଧ୍ୟମରେ ଦର୍ଶାଇ ଥିଲେ । ଏଥିପାଇଁ ସମାଜ, ସ୍କୁଲ, ଶିକ୍ଷକ ଓ ଅଭିଭାବକ ମାନଙ୍କ କିପରି ଦୃଷ୍ଟିକୋଣ ରେ ବିବର୍ତ୍ତନ ର ଆବଶ୍ୟକତା ରହିଛି ବୋଲି ସୂଚାଇ ଥିଲେ । ମୁଖ୍ୟବକ୍ତା ଙ୍କ ବକ୍ତବ୍ୟ ପରେ ଆୟୋଜିତ ପ୍ରଶ୍ନୋତ୍ତର ଅଧିବେଶନକୁ ସଂଚାଳନ କରିଥିଲେ ଶିକ୍ଷାବିତ କ୍ଷିତୀଶଚନ୍ଦ୍ର ଉଦ୍ଗାତା ଓ ଏଥିରେ ପ୍ରତିଭାଗୀ ଶିକ୍ଷକ ଓ ଅଭିଭାବକ ବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କlର୍ମେଲ ସ୍କୁଲ,ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ,ଆରଇସି ନୋଡାଲ ହାଇସ୍କୁଲ, ଏନଆଇଟି, ରାଉରକେଲା, ନୟାବଜ଼ାର ମୁନିସିପାଲ ହାଇସ୍କୁଲ, ସେକଟର ୨୦ ଏନଏସି ହାଇସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ଜିଟିବି ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର, ଜଗଦା, ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକଟର -୬ ସ୍ଥିତ ଏନଏସି ଏସଟି ହାଇସ୍କୁଲର ଅଧ୍ୟକ୍ଷ ଓ ପ୍ରତିନିଧି ମାନେ ଯୋଗଦାନ କରିବା ସହ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରାଜଗାଙ୍ଗପୁର, ଟେନ୍ସl,ବୀରମିତ୍ରପୁର, ବଣାଇଁଗଡ, ଦିଆମୁଣ୍ଡା, କୈସୀରା, ଦେବଗଡ଼ ଓ ସୁନ୍ଦରଗଡ଼ ର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଜଳଧର ମହାପାତ୍ର, ନିରୁପମା ପତି ପ୍ରମୁଖଙ୍କ ଉତ୍ତର ଅତିଥି ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନିକ ଭାବେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଅରବିନ୍ଦ ସ୍କୁଲ, ରାଉରକେଲା ର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ । ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଯେଉଁ ମାନେ ଆନ୍ତରିକ ସାହାଯ୍ୟ ଓ ସହଯୋଗ କରିଥିଲେ ସେମାନେ ହେଲେ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ର ଉଭୟ ସେକଟର ୫ ଓ ପାୱାର ହାଉସ ରୋଡ ସ୍ଥିତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଗୀତାରାଣୀ ବେହେରା,ସଂଧ୍ୟାରାଣୀ ଲେଙ୍କା,ତପସ୍ବିନୀ କର,ଜୟଶ୍ରୀ ମାଣିକ, କଳ୍ପନା ଚୌଧୁରୀ, ଅନ୍ବେଷା ରାଉତ, ସୁଶାନ୍ତ କୁମାର ରାଉତ, ଶ୍ରୀଧର ସାହୁ,ରଂଜିତ ଦାସ,ନସରିମ ନିଜାମ, ଦେବସ୍ମିତା ନାୟକ,ଅଞ୍ଜଳୀ ମହାନ୍ତି, ଚିତ୍ତରଞ୍ଜନ ନନ୍ଦୀ, ଅରୂପ ସୁବୁଦ୍ଧି, ବିଶ୍ୱନାଥ ଆଇଚ, ଭାଗ୍ୟ ଅପା, ଭାସ୍କର ଭାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort