ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉତ୍କେଲା,୨୮/୦୬,କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ପରିସରରେ କେସିଙ୍ଗା ଆଇ ଆଇ ସି ସତ୍ୟକୁମାର ନନ୍ଧ ଙ୍କ ଆବାହକରେ ଉତ୍କେଲା,କିକିଆ,ଚିଚର୍ଲା ରଥଯାତ୍ରା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ କିଭଳି ଶାନ୍ତିିଶୃଙ୍ଖଳା ସହିତ ସମାପନ କରାଯିବ କିଭଳି ପଦକ୍ଷେପ ନିଆଗଲେ କୌଣସି ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ ଏହି ବିଷୟକୁ ନେଇ ଉଭୟ କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲା।ଏଥିରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର କେସିଙ୍ଗା ଆଇ ଆଇ ସି ସତ୍ୟକୁମାର ନନ୍ଧ ସମେତ ଉତ୍କେଲା ରଥଯାତ୍ରା କମିଟି ସଭାପତି ଦୁତିଆ ଦୋରା,ସରପଞ୍ଚ ନରେନ୍ଧ୍ର ମାଝି,ସମିତିସଭ୍ୟ ତ୍ରିନାଥ ମାଝି , ବସନ୍ତ ପୁରୋହିତ,ଟଙ୍କଧର ନାଏକ,କିକିଆ ଓ ଚିଚର୍ଲା କମିଟି ର ସଦ୍ଦସ୍ୟ ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ମଦନ ମୋହନ ବହୁମୂଖି ସମବାୟ ସମିତି ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

Sunil Chandra Nayak

Leave a Comment

error: Content is protected !!