ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

ଉତ୍କେଲା,୦୨/୦୭, (ମ ନି ସ ) କେସିଙ୍ଗା ବ୍ଲକ ଉତ୍କେଲା ରାଜିବଗାନ୍ଧି ସେବା କେନ୍ଧ୍ର ଠାରେ ଓବିସି, ଏସ୍ ଟି,ଓ ଏସ ସି ବର୍ଗ ର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଅପରାହ୍ନ ୩ଟା ସମୟ ରେ ଅନୁଷ୍ଠିତ ହୋଇଥିଲା,ଉକ୍ତ ବୈଠକ ରେ ଶିକ୍ଷାବିତ୍ ନରେନ୍ଦ୍ର ପ୍ରଧାନ,ସମାଜସେବୀ ରମେଶ ମାଝି,ସମାଜସେବୀ ଅନିରୁଦ୍ଧ ସାହୁ,ଦୂତୀଆ ଦୋରା,ଶରତ ପ୍ରଧାନ ,ରମେଶ କୁମ୍ଭାର ମଞ୍ଚାସିନ ଥିଲେ,ସମସ୍ତେ ଓବିସି ଏସସି ଏସ୍ଟୀ ମାନଙ୍କ ସାମ୍ବିଧାନିକ ହକ ଅଧିକାର କଥା କହି ଏକ କମିଟି ଗଠନ ପାଇ ପ୍ରସ୍ତାବ ଦେଇଥିଲେ,କମିଟି ର ନାମ “ଓବିଶି,ଏସ୍ସି,ଏସ୍ଟି ମିଳିତ ମଞ୍ଚ” ନାମକରଣ କରାଯାଇଥିଲା,ଯାହାକି ଆଗାମୀ ଦିନରେ କେସିଙ୍ଗା ବ୍ଲକ୍ ରେ ଏହି ସଂଗଠନ କରାଯିବାକୁ ପ୍ରସ୍ତାବ ଦିଆଯାଇ ଏକ ଅସ୍ଥିୟୀ ଆୟୋଜକ,୧୦ ଜଣିଆ କମିଟି ଗଠନ କରାଯାଇଥିଲା। ସେମାନେ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରିବାକୁ ସ୍ଥିର ହେଲା,ଏହି କମିଟିରେ ଭୁବନେ ନାଗ(ଯାଦବ),ହରିଶ୍ଚନ୍ଦ୍ର ପୁଟେଲ,ପାଣ୍ଡେ ଭାଟି,ବନବାସ ଯାନୀ, ପଦ୍ମନ ମାଝୀ,ତେଜ ରାଜ ବେହେରା,ବସୁମାଝି ସୁରସେନ୍ ଶବର , ଧନୁର୍ଜୟ ମାଝୀ, ଭଗବାନ ମେହେର ଡିଲେଶ୍ବର ମେହେର,କେଦାର ମାଝୀ,ଆଦି ଲୋକଙ୍କୁ କମିଟି ରେ ରଖାଗଲାା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ତେଜ ରାଜ ବେହେରା,ଓ ଜୟ ପ୍ରକାଶ ଜାଲ ,ଉପସ୍ଥିତ ଥିଲେ,ଅର୍ଜୁନ ପୋଡ଼,ଗରିବ ଶା, ଅଗସ୍ତି ସା,ଭୀଷ୍ମ ପ୍ରଧାନ,କପିଲ ଗୌଡ, ଟଙ୍କ ନାଏକ (ଯାଦବ) ରୋମାଞ୍ଚଳ ଶବର,ମିଶନ ମେହେର,ମର୍ଦରାଜ ସାହୁ,ସରପଞ୍ଚ ନରେନ୍ଦ୍ର ମାଝୀ,ସମିତି ତ୍ରିନାଥ ମାଝୀ,କେଦାର ଗୌଡ,ତେଜ ନାଏକ, ଜଳନ୍ଧର ବେହେରା, ସନ୍ତୋଷ ନାଏକ, ଶ୍ରୀକାନ୍ତ ସା,ବେଲାଲ ସେନ ବେହେରା,ତୋଫାନ କୁମାର,ଦୁଃଖୀ କୁମ୍ଭାର,ଲବ କରୂଆ ଶେଷରେ ଗିରିଜା ବେହେରା ଧନ୍ୟବାଦ୍ ଦେଇ ସଭା ସାଙ୍ଗ ହୋଇଥିଲା

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ଆନୁଷ୍ଠାନିକ ଭାବେ ନୂଆପଡ଼ା ଜିଲ୍ଲାରେ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!