ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ମିତ ଜଗନ୍ନାଥ ଗୋଷ୍ଠି ଗୃହ ଉଦଘାଟିତ

ଖଡିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଠାରେ ନବ ନିର୍ମିତ ଜଗନ୍ନାଥ ଗୋଷ୍ଠୀ ଗ୍ରୁହ ଉଦଘାଟିତ ହୋଇଯାଇଛି , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରୁ ପ୍ରଦତ୍ତ ୩ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଗୋଷ୍ଠୀ ଗ୍ରୁହ କୁ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଖଡିଆଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଶୁଭ ଉଦଘାଟନ କରିଥିଲେ, ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ତନୟା ଶବର, ଜିଲ୍ଲା ଛାତ୍ର ସଭାପତି ଅମିତ ସିଂ ଦେଓ ଯୁବ ନେତା ଯୋଗେନ୍ଦ୍ର ପାଣ୍ଡେ, ମଞୁଲା ଶବର, ଜିତେନ୍ଦ୍ର କଟା, ନବ କଟା, ସୁରେଶ କଟା, ଭୋଳା ନାଗ, କୈଲାଶ ତାଣ୍ଡି, କ୍ରୁଷ୍ନ ଚନ୍ଦ୍ର ଦାସ, ରିଖିରାମ ସଲମା ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ପ୍ରକୃତ ରେ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ହେଉଛନ୍ତି ଜଣେ ଲୋକପ୍ରିୟ, ମେଲାପି, ସରଲ ବ୍ଯକ୍ତି ବିଷେଶ ର ଜନ ପ୍ରତିନିଧି ତାକଂ ପ୍ରଚେଷ୍ଟା ରେ ଅନେକ ଗୁଡାଏ ଗ୍ରାମରେ ବିଭିନ୍ନ ଦେବା ଦେବୀ ମନ୍ଦିର , ଧାର୍ମିକ ଓ ସାମାଜିକ ଗୋଷ୍ଠୀ ଗ୍ରୁହ ରାସ୍ତା ଘାଟ ସେତୁ ନିର୍ମାଣ ହୋଇପାରିଛି ବୋଲି ଗ୍ରାମବାସୀ ତାକଂ ମତବ୍ୟକ୍ତ କରିଥିଲେ ଓ ତାକୁଂ ହ୍ରୁଦୟର ସହିତ ଧନ୍ଯବାଦ ଜଣାଇବା ସହିତ ତାକଂ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ

Sunil Chandra Nayak

Leave a Comment

error: Content is protected !!